Browsing Tag

mumbai news

ୱାଙ୍ଖଡେଙ୍କୁ ପୁଣି ଟାର୍ଗେଟ କଲେ ନବାବ

ମୁମ୍ବାଇ: ନଭେମ୍ବର: ୦୨: ମହାରାଷ୍ଟ୍ର କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏନ୍‌ସିବି ହାତରେ ଧରାପଡ଼ିବା ପରେ ମହାରାଷ୍ଟ୍ର ରାଜନୀତିର ମାହୋଲ ଏକ ପ୍ରକାର ବଦଳିଯାଇଛି । କେଉଁଠି ରାଜନୀତି ଦଳ…

ଶେଷରେ ଜେଲ୍‌ରୁ ମୁକୁଳିଲେ ଆର୍ଯ୍ୟନ

ମୁମ୍ବାଇ: ଅକ୍‌ଟୋବର ୩୦: ଦୀର୍ଘ ୪ ସପ୍ତାହ ଧରି ଜେଲ୍‌ରେ ରହିବା ପରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଶେଷରେ ମୁକୁଳିଛନ୍ତି । ପୁଅକୁ ଆଣିବା ପାଇଁ ଶାହରୁଖ ନିଜେ ଆର୍ଥର ରୋଡ୍‌ ଜେଲକୁ ଯାଇଥିଲେ ।…

ସାମ୍ନାକୁ ଆସିଲା ଅରୟାନ ଓ ଅନନ୍ୟାଙ୍କ ହ୍ୱାଟସଆପ୍‌ ଚାଟ, ଅନ୍ତର୍ଜାତୀୟ ଡ୍ରଗ୍‌ସ ଲିଙ୍କ

ମୁମ୍ବାଇ: ଅକ୍‌ଟୋବର ୨୬: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଅରୟାନଙ୍କ ଡ୍ରଗ୍‌ସ ମାମଲାରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଦୁଇ ଦୁଇ ଥର ଜାମିନ ଖାରଜ ହେବା ପରେ ବମ୍ବୋ କୋର୍ଟରେ ଜାମିନ ଶୁଣାଣି ଚାଲିଛି । କିନ୍ତୁ…

କ୍ରୁଜ୍‌ ଜାହାଜରେ ରେଭ୍‌ ପାର୍ଟି ମାମଲା: ମୁନ୍‌ମୁନ୍‌ ଧମେଚା କିଏ?

ମୁମ୍ବାଇ: ଗତ ଶନିବାର ନାରକୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍‌ସିବି) ଏକ ହାଇ ପ୍ରୋଫାଇଲ ରେଭ୍‌ ପାର୍ଟି ଉପରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଏବଂ…

ମୁମ୍ବାଇରେ ଗଠନ ହେବ ର୍ନିଭୟା ସ୍କ୍ୱାଡ୍‌

ମୁମ୍ବାଇ: ସେପ୍‌ଟେମ୍ବର ୧୫: ମୁମ୍ବାଇର ସାକିନାକା ଦୁଷ୍କର୍ମ ଓ ନୃଶସ ହତ୍ୟା ଘଟଣା ପରେ ମୁମ୍ବାଇ ପୋଲିସ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ର୍ନିଭୟା ସ୍କ୍ୱାଡ୍‌ ଗଠନ କରିବେ । ଏହି ସ୍କ୍ୱାଡ୍‌ ମହିଳାମାନଙ୍କୁ ସୁରକ୍ଷା…

ନିଆରା ସଙ୍ଗଠନ ‘ଫୁଡ୍‌ ଆର୍ମୀ’

ମୁମ୍ବାଇ : ସେପ୍‌ଟେମ୍ବର ୮: ପ୍ଲାଷ୍ଟିକ୍‌ ପୂରା ଦୁନିଆ ପାଇଁ ସମସ୍ୟାର କାରଣ ପାଲଟିଛି । ବିଭିନ୍ନ ଦେଶରେ ଏଥିରୁ ଜନ୍ମିତ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ବିଶ୍ୱକୁ ଏହି ପ୍ଲାଷ୍ଟିକ୍‌…

ଅମିତାଭଙ୍କ ଘର ଓ ତିନୋଟି ରେଲେୱ ଷ୍ଟେସନ ବମ୍‌ରେ ଉଡ଼ାଇବାକୁ ଧମକ

ଦିଲ୍ଲୀ: ଅଗଷ୍ଟ ୭: ବଲିଉଡର ବିଗ୍‌ବି ଅମିତାଭ ବଚ୍ଚନଙ୍କ ଘର ଓ ତିନୋଟି ରେଲେୱ ଷ୍ଟେସନକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ମୁମ୍ବାଇ ପୋଲିସକୁ ମଳିଛି । ଏଥିରେ ବଚ୍ଚନଙ୍କ ପୁରା ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେଠାରେ…