ମାହାଙ୍ଗା ହତ୍ୟାକାଣ୍ଡ: ଅଭିୟୁକ୍ତର କୋର୍ଟ ଚାଲଣ,ବ୍ୟବଚ୍ଛେଦ ପରେ ଗାଁକୁ ଫେରିଲାନି ଶବ
କଟକ: ଏପ୍ରିଲ ୧୪: ଗତକାଲି ମାହାଙ୍ଗର କୁସୁମପୁରରେ ଘଟିଥିବ ଲୋମ ଟାଙ୍କୁରା ଗଣହତ୍ୟା ଘଟଣାର ୪୮ ଘଣ୍ଟା ପୂରିଗଲା । ଏପର୍ଯ୍ୟନ୍ତ ଘଟଣା ଉପରୁ ପରଦା ଉଠାଇପାରୁ ନାହିଁ ପୋଲିସ । ଅପର ପକ୍ଷରେ, ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ…