Browsing Tag

Narcotic Contol Bureau (NCB)

ଆର୍ଯ୍ୟନଙ୍କ ଡ୍ରଗ୍‌ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର

ମୁମ୍ବାଇ : ନଭେମ୍ବର ୦୬: ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗ୍‌ସ ମାମଲା ଏବେ ନୂଆ ଦିଗକୁ ମୋଡ଼ ନେଇଛି । ଏହି ମାମଲାର ତଦନ୍ତ କରୁଥିବା ଏନ୍‌ସିବି ମୁମ୍ବାଇ ଜୋନ୍‌ର ଡାଇରେକଫର ସମୀର ୱାଙ୍ଖଡେ ଏଥିରୁ ହଟାଇ ଦିଆଯାଇଛି । ଏନ୍‌ସିବି…

ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାବିଶଙ୍କ ପତ୍ନୀଙ୍କ ଫଟୋ ସେୟାର କଲେ ନବାବ: ଫଡନାବିଶ କହିଲେ- ଦୀପାବଳି ପରେ ବୋମା ଫୁଟାଇବି

ମହାରାଷ୍ଟ୍ର: ନଭେମ୍ବର ୦୧: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି । ବର୍ତ୍ତମାନର ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଏଥିପାଇଁ ବହୁ…

ସାମ୍ନାକୁ ଆସିଲା ଅରୟାନ ଓ ଅନନ୍ୟାଙ୍କ ହ୍ୱାଟସଆପ୍‌ ଚାଟ, ଅନ୍ତର୍ଜାତୀୟ ଡ୍ରଗ୍‌ସ ଲିଙ୍କ

ମୁମ୍ବାଇ: ଅକ୍‌ଟୋବର ୨୬: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଅରୟାନଙ୍କ ଡ୍ରଗ୍‌ସ ମାମଲାରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଦୁଇ ଦୁଇ ଥର ଜାମିନ ଖାରଜ ହେବା ପରେ ବମ୍ବୋ କୋର୍ଟରେ ଜାମିନ ଶୁଣାଣି ଚାଲିଛି । କିନ୍ତୁ…

ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍‌ସିବି ପୋଲିସ

ମୁମ୍ବାଇ: ଅକ୍‌ଟୋବର ୨୧: ଡ୍ରଗ୍‌ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍‌ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି ।…

କ୍ରୁଜ୍‌ରେ ରେଭ୍‌ ପାର୍ଟିରେ ଓଡ଼ିଆ ପୁଅ: ବାପା କହିଲେ ମୋ ପୁଅ କିଛି ଅପରାଧ କରିନି

ଭୁବନେଶ୍ୱର : ଅକ୍‌ଟୋବର ୦୬: କ୍ରୁଜ୍‌ ଜାହାଜରେ ହୋଇଥିବା ରେଭ୍‌ ପାର୍ଟିରେ ବଲିଉଡ ଷ୍ଟାର ଶାହାରୁଖ ଖାନ୍‌୍‌ଙ୍କ ପୁଅ ସମେତ ୧୫ ଜଣଙ୍କୁ ଏନ୍‌ସିବି ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି ।…