Browsing Tag

Narendra Modi

ମୌସୁମୀ ଅଧିବେଶନରେ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଜୁଲାଇ ୧୮: ଆଜି ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନେkା ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ@ ୨ଟା ପର୍ଯ୍ୟନ୍ତ…

ଚାକିରୀ କ୍ଷେତ୍ରରେ ହୋଇପାରେ ବଡ ଧରଣର ନିୟମ

ନୂଆଦିଲ୍ଲୀ: ଜୁନ ୨୩: ଜୁଲାଇ ୧ ତାରିଖରୁ ମୋଦି ସରକାର ନେଇପାରନ୍ତି ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କାଯ୍ୟାଳୟର କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ ନିଆଯାଇପାରେ । କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ୮ରୁ ୯ ଘଣ୍ଟା ବଦଳରେ…

ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ

ନୂଆଦିଲ୍ଲୀ:ଜୁନ ୧୮: ପ୍ରଧାନମନ୍ତ୍ରୀ ସେନା ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଯୋଜନା ଅନୁସାରେ ଯୁବକଙ୍କୁ ସେନାରେ ୪ ବର୍ଷ ପ୍ରର୍ଯ୍ୟନ୍ତ ନିଯୁକ୍ତି ମିଳିବ । ପରେ ଏକ ନିଶ୍ଚିତ ପାଣ୍ଠି ପ୍ରଦାନ ପୂର୍ବକ…

ସତ୍ୟେନ୍ଦ୍ର ଜୈନଙ୍କଠୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ

ନୂଆଦିଲ୍ଲୀ: ଜୁନ ୪: ସତ୍ୟେନ୍ଦ୍ର ଜୈନଙ୍କ ଠାରୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ…

ମୋଦୀ ଓ ଶାହାଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ: ମଇ ୩୧: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ…

ଦିଲ୍ଲୀ ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ ୨୭ ମୃତ

ଦିଲ୍ଲୀ: ମଇ ୧୪: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ମୁଣ୍ଡକା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ମୁଣ୍ଡକା ସ୍ଥିତ ଏକ ୪ ମହଲା…

ବ୍ରିଟେନ୍‌ ସଂସଦରେ ବୁଲଡୋଜର ପ୍ରସଙ୍ଗ

ନୂଆଦିଲ୍ଲୀ: ମଇ ୦୨: ଉତ୍ତର ପ୍ରଦେଶରେ ଅପରାଧୀଙ୍କ ବେଆଇନ ସଂପତ୍ତି ବିରୋଧରେ ବୁଲଡୋଜର ବ୍ୟବହାର ସ୍ଵର ଏବେ ବ୍ରିଟେନରେ ଗୁଞ୍ଜି ଉଠିଛି। ନର୍ଟିଂଘମ ଇଷ୍ଟରୁ ସାଂସଦ ସେଠାକାର ସଂସଦରେ ବୁଲଡୋଜର ପ୍ରସଙ୍ଗ ଉଠାଇ ଭାରତରେ ମୋଦୀ…

ମୋଦିଙ୍କ ୩ ଦିନିଆ ୟୁରୋପ ଗସ୍ତ

ନୂଆଦିଲ୍ଲୀ: ମଇ ୦୨: ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନି ଦିନିଆ ବିଦେଶ ଗସ୍ତର ପ୍ରଥମେ ସେ ଜର୍ମାନୀ ତା ପରେ ଡେନମାର୍କରେ ପହଞ୍ଚିବେ । ଶେଷରେ ସେ ଫ୍ରାନ୍ସ ଯିବାର କାର୍ଯ୍ୟକ୍ରମ ରହିଛି ।…

ଜମ୍ମୁରେ ୨୦ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦି

ଖୁବଶୀଘ୍ର ନିଜର କାୟା ବଦଳିବାକୁ ଚାହୁଁଛି ଜାମ୍ମୁ ଓ କାଶ୍ମୀର । ଧାରା ୩୭୦ ଉଠିବା ପରେ ପ୍ରଥମ ଥର ପାଇଁ ଜମ୍ମୁକୁ ଗସ୍ତ କରି ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ…

ଡବ୍ଲଏଚଓ ମୂଖ୍ୟଙ୍କୁ ନୂଆ ନାଁ ଦେଲେ ମୋଦି

ନୂଆଦିଲ୍ଲୀ: ଅପ୍ରେଲ ୨୧: ମୋଦିଙ୍କ ନୂଆ କାରନାମା । ସବୁବେଳେ ଭାରତ ପ୍ରଧାନମନ୍ତ୍ରୀ ଏପରି କିଛି କରିଥାନ୍ତି ଯାହା ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ସେ ପୁଣି ଏପରି କିଛି କରିଛନ୍ତି ଯାହାକୁ ନେଇ ସେ ଏବେ ପୁଣି…