ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ୧୨ଜଣ ସାଧାରଣ ନାଗରିକଙ୍କୁ ସମାଧି, ଏଏଫ୍ଏସ୍ପିଏ ଆଇନ ହଟାଇବାକୁ ନେଇ ଦାବି ବଢ଼ିଲା
କୋହିମା: ଡିସେମ୍ବର ୦୭: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ପ୍ରାଣହରାଥିବା ୧୪ ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ଗତକାଲି ବିଳମ୍ବିତ ରାତ୍ରିରେ ସମାଧି ଦିଆଯାଇଛି । ସମାଧିସ୍ଥଳରେ ପରିବାର ଲୋକଙ୍କ ଆକୁଳ କ୍ରନ୍ଦନ ପରିବେଶକୁ…