Browsing Tag

national news in odia

ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ

ବେଙ୍ଗାଲୁରୁ: ଡିସେମ୍ବର ୨୨: ଆଜି ସକାଳ ସମୟରେ ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍‌ଟର ସ୍କେଲରେ ଏହାର ତୀବ୍ରତା ୩.୩ ପଏଣ୍ଟ ରେକର୍ଡ଼ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନ୍‌ଏସସି)…

ଦିଲ୍ଲୀ ସୀମାରେ ପୁଣି ଏକାଠି ହେଲେ ହଜାର ହଜାର କୃଷକ : ବଢ଼ିଲା ସୀମା ସୁରକ୍ଷା

ଦିଲ୍ଲୀ: ନଭମ୍ବେର ୨୬ : କୃଷକ ଆନ୍ଦୋଳନକୁ ବର୍ଷେ ପୂରିବା ଅବସରରେ ଆଜି ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଏକାଠି ହୋଇଛନ୍ତି । ହରିୟାଣା ଓ ବହାଦୁରଗଞ୍ଜର କୃଷକମାନେ ଏହି ମହାପଞ୍ଚାୟତ ଅନୁଷ୍ଠିତ କରିଛନ୍ତି । କୌଣସି…

୩ କୃଷି ଆଇନ ପ୍ରତ୍ୟାହାର ନେଇ କ୍ୟାବିନେଟର ମଞ୍ଜୁରୀ

ଦିଲ୍ଲୀ: ନଭେମ୍ବର ୨୪ : କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାରକୁ କ୍ୟାବିନେଟ ସମର୍ଥନ କରିଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି । ଆଜି କ୍ୟାବିନେଟ…

ମନ୍ଦ ଲୋକଙ୍କ ପାଖକୁ କ୍ରିପ୍‌ଟୋକରେନ୍‌ସି ନଯାଉ: ମୋଦି

ଦିଲ୍ଲୀ: ନଭେମ୍ବର ୧୮: ସାରା ବିଶ୍ୱରେ ଏବେ କ୍ରିପ୍‌ଟୋକରେନ୍‌ସି ବା ଅଦୃଶ୍ୟ ମୁଦ୍ରାର କାରବାର ବୃଦ୍ଧି ପାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି,କ୍ରିପ୍‌ଟୋକରେନ୍‌ସିି…

କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା: ନଭେମ୍ବର ୦୫: ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀଙ୍କ ଗତକାଲି ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଉଥିଲା । କୋଲାକାତାର ଏକ…

ଇଡି ଗିରଫରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ : ନଭେମ୍ବର ୦୨: ବେଆଇ ଆର୍ଥିକ କାରବାର ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରିଛି । ଅର୍ଥ କାରବାର ନେଇ ଇଡି ଅଧିକାରୀ ଗତକାଲି ଦୀର୍ଘ ୧୨…

ସେନାରେ ମହିଳାଙ୍କ ପ୍ରବେଶକୁ ନେଇ ସେନାମୁଖ୍ୟ କଲେ ଉତ୍ସାହ

ପୁଣେ : ଅକ୍‌ଟୋବର ୨୯: ଭାରତୀୟ ସେନାରେ ମହିଳାଙ୍କ ପ୍ରବେଶ ନେଇ ସେନାମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରୱଣେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, କିଛି ବର୍ଷ ପରେ ମୋ ପଦବୀରେ ଆପଣମାନେ ମହିଳାମାନଙ୍କୁ ଦେଖିବା । ‘ନ୍ୟାସନାଲ୍‌…

୫ ଦିନିଆ ବିଦେଶ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ରୋମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ…

ଦିଲ୍ଲୀ: ଅକ୍‌ଟୋବର ୨୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌ରେ ପହଞ୍ଚିଛନ୍ତି । ଆଜି ସକାଳ ସମୟରେ ପ୍ରଧାନମନ୍ତ୍ରୀ ଲିଓନାର୍ଡୋ ଡା ଭିନ୍‌ସି ବିମାନ ବନ୍ଦରରେ ଅବତରଣ…

ମୋଦିଙ୍କ ‘ମେଡ ଇନ୍‌ ଇଣ୍ଡିଆ’ ଆହ୍ୱାନ

ଦିଲ୍ଲୀ : ଅକ୍‌ଟୋବର ୨୨: ଗତକାଲି ଶହେ କୋଟି ଟିକାକରଣ ଲକ୍ଷ୍ୟ ପୂରଣ ହୋଇଥିବା ସକାଶେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଏହି ସଫଳତା ଦେଶବାସୀଙ୍କ ସଫଳତା । ଭାରତର ଏହି ସଫଳତାକୁ…