ଖେଳ ଭାରତୀୟ ମହିଳା ହକି ଟିମରେ ଓଡିଆ ଝିଅଙ୍କ କମାଲ Jun 24, 2022 ନୂଆଦିଲ୍ଲୀ: ଜୁନ ୨୪: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଘୋଷଣା ହୋଇଛି । ଭାରତୀୟ ମହିଳା ହକି ଟିମ୍ ର ୧୮ ଜଣିଆ ଟିମରେ ଓଡିଆ ଝିଅ ଦୀପ୍ ଗ୍ରେସ ଏMାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଦୀପ ଗ୍ରେସ୍ ଏMାଙ୍କୁ ଭାରତୀୟ ମହିଳା…
ଓଡ଼ିଶା ଇଟାଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Jun 20, 2022 ଭୁବନେଶ୍ୱର: ଜୁନ ୨୦: ଆଜିଠୁ ଇଟାଲି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ଇଟାଲୀରେ ପହଞ୍ଚିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ…
ପାଣିପାଗ ବନ୍ୟା ସ୍ଥିତି ନେଇ ସଜାଗ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ Jun 18, 2022 ଭୁବନେଶ୍ୱର: ଜୁନ ୧୮: ସମ୍ଭାବ୍ୟ ବାତ୍ୟା, ବନ୍ୟା ମୁକାବିଲା ପାଇଁ ଆଗରୁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ପିଇବା ପାଣି, ଔଷଧ ମହଜୁଦ ରଖିବା, ଦୁର୍ବଳ ବନ୍ଧ ମରାମତି ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି…
ବିଶ୍ବ ପୋପ୍ଙ୍କୁ ଭେଟିପାରନ୍ତି ନବୀନ Jun 9, 2022 ଇଟାଲି: ଜୁନ ୯: ପୋପ୍ଙ୍କୁ ଭେଟିପାରନ୍ତି ନବୀନ ! ଇଟାଲି ଗସ୍ତରେ ପୋପ୍ଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଇଟାଲି ଇନଭେଷ୍ଟର୍ସ ମିଟ୍ ଅବସରରେ ସାକ୍ଷାତ ସମ୍ଭାବନା ରହିଛି । ଏନେଇ ବୈଦେଶିକ…
ଓଡ଼ିଶା ସ୍କୁଲ ପିଲାଙ୍କୁ ଦିଆଯିିବ ଅଲିମ୍ପିକ୍ ଶିକ୍ଷା May 24, 2022 ଭୁବନେଶ୍ୱର: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ । ଏହି…
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ Feb 22, 2022 ଭୁବନେଶ୍ୱର: ଫେବୃଆରୀ ୨୨: ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଯାଇ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ। ଷ୍ଟାଡିୟମ ପରିସରରେ ର୍ନିମାଣାଧୀନ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର…
ଓଡ଼ିଶା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବିଜେଡି ସୁପ୍ରିମୋ Feb 19, 2022 ଭୁବନେଶ୍ୱର: ଫେବୃଆରୀ ୧୯: ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ମାହୋଲରେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ଅପପ୍ରଚାର ଉପରେ ପଡିଲା ପୂର୍ଣ୍ଣଛେଦ୍ । ସବୁ ଗୁଜବକୁ ଫୁ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି…
ଓଡ଼ିଶା ୧ନମ୍ବରରେ ନବୀନ Jan 21, 2022 ମୁମ୍ବାଇ: ଜାନୁଆରୀ ୨୧: ଦେଶର ନଂ ୧ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ପାଇଲେ ନବୀନ। ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭ।ବେ ସ୍ଥ।ନ ପ।ଇଲେ ନବୀନ ପଟ୍ଟନାୟକ। ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ମୁଖ୍ୟମନ୍ତ୍ରୀ ନବୀନ ।…
ଓଡ଼ିଶା କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ Jan 18, 2022 ଭୁବନେଶ୍ୱର: ଜାନୁଆରୀ ୧୮: ଆଜି ଅପରାହ୍ନ ୫ ଟାରେ ର।ଜ୍ୟରେ କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । କରୋନ। ସଂକ୍ରମଣ ଗ୍ର।ଫ୍କୁ କମ୍ କରିବ।କୁ ର।ଜ୍ୟ ସରକ।ର ଅନେକ ପଦକ୍ଷେପ ନେଉଛନ୍ତି । କିଛି ଦିନ…
ଓଡ଼ିଶା ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।: ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର Jan 6, 2022 ଭୁବନେଶ୍ୱର: ଜାନୁଆରୀ ୦୬: ମୁଖ୍ୟମନ୍ତ୍ରୀଙ୍କୁ କଡ଼। ସମ।ଲୋଚନ। କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷ।ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ।ନ । ସେ କହିଛନ୍ତି ଆଜି ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।ରେ ମୃତ କୁଳମଣୀ ବର।ଳ ଓ ତ।ଙ୍କ ସ।ଥି…