ଇଣ୍ଡିଆ ଗେଟ୍ରେ ପ୍ରତିଷ୍ଠା ହେବାକୁ ଥିବା ନେତାଜୀଙ୍କ ଷ୍ଟାଚୁ୍ୟ ନିର୍ମାଣରେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ
ଭୁବନେଶ୍ୱର: ଜାନୁଆରୀ ୨୨: ଆସନ୍ତା କାଲି ନେତାଜୀଙ୍କ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀରେ ଥିବା ଇଣ୍ଡିଆ ଗେଟ୍ ନିକଟରେ ବୀରା ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…