ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜର ରାଷ୍ଟ୍ରୀୟ ପ୍ରତୀକକୁ ଉନ୍ମୋଚନ କଲେ ମୋଦି
ନୂଆଦିଲ୍ଲୀ: ଜୁଲାଇ ୧୨: ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଛାତ ଉପରେ ରାଷ୍ଟ୍ରୀୟ ପ୍ରତୀକକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭର ଏହି କଳାକୃତି ନୂତନ ସଂସଦ ଭବନର ମୁଖ୍ୟ…