ଓଡ଼ିଶା ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ Aug 28, 2021 ଭୁବନେଶ୍ୱର: ଅଗଷ୍ଟ ୨୮ : ଆଜି ରାଜ୍ୟରେ ୭୧, ୧୩୭ ସ୍ୱାବ ଟେଷ୍ଟ ମଧ୍ୟରୁ ୭୭୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ ୧୮ ବର୍ଷ ବୟସରୁ କମ୍ ବୟସର ପିଲା ରହିଛନ୍ତି । ନୂତନ…