ଦେଶରେ ୪୩,୬୫୪ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨୪ ଘଂଟାରେ ୬୪୦ ଜଣ ମୃତ
ଦିଲ୍ଲୀ: ଜୁଲାଇ ୨୮: ଦେଶରେ ୨୪ ଘଂଟାରେ ୪୩,୬୫୪ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ ୪୧,୬୭୮ ଜଣ ସୁସ୍ଥ ହେଇଛନ୍ତି I ଏଥିସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪,୮୪,୬୦୫ କୁ ବୃଦ୍ଧି ପାଇଥିବା ବେଳେ ଏ…