ଦେଶରେ କରୋନା ବଢ଼ୁଛି, ଏବେଠୁ ସତର୍କ ରହିବା ଭଲ, ନୂଆ ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ:…
ଭୁବନେଶ୍ୱର: ଅକ୍ଟୋବର ୨୭ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଏବେଠାରୁ ଦୃଷ୍ଟିରେ ରଖି ରାଜ୍ୟବାସୀ ସତର୍କ ରହିବା ଜରୁରୀ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ଏହାସହିତ ସେ ରାଜ୍ୟର…