ଅପରାଧ ଇଡିରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାନି ସମନ୍ ଜାରି Jun 3, 2022 ନୂଆଦିଲ୍ଲୀ: ଜୁନ ୩: ନ୍ୟାସନାଲ୍ ହେରାଲଡ ମାମଲାରେ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ପ୍ରତି ସାନି ସମନ୍ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍ ୨…