ଓଡ଼ିଶା ଫ୍ୟ।କ୍ଟେରୀ ଚ।ଲିନ।ହିଁ, ସୁର।ଟ ଆସନ୍ତୁ ନ।ହିଁ Aug 13, 2020 ବୁଗୁଡ।: ଅଗଷ୍ଟ ୧୩ : ବର୍ତ୍ତମ।ନ ସୁର।ଟରେ କୌଣସି ଫ୍ୟ।କ୍ଟେରୀ ଚ।ଲୁହୋଇନ।ହିଁ। ଦଲ।ଲମ।ନଙ୍କ କଥ। ଶୁଣି ସୁର।ଟ ଆସି ହଇର।ଣ ହୁଅନ୍ତୁ ନ।ହିଁ। ଯେଉଁ କରୋନ। ପ।ଇଁ ନିଜ ଭିଟ।ମ।ଟିକୁ ଯ।ଇଥିଲେ ସେଠ।ରେ ହିଁ ରୁହନ୍ତୁ,…
ଓଡ଼ିଶା ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଯୋଜନା Jun 15, 2020 ଭୁବନେଶ୍ୱର: ଜୁନ ୧୫: ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଓଡ଼ିଆ ଭାଇଭଉଣୀ ଏବେ ରାଜ୍ୟକୁ ଫେରିବାରେ ଲାଗିଛନ୍ତି I ଗତ କଲି ମଧ୍ୟ ୪,୯୬୮ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଂଚିଛନ୍ତି I ଏ ପର୍ଯ୍ୟନ୍ତ ବାହାର ରାଜ୍ୟ ଗୁଡ଼ିକରୁ…
ଓଡ଼ିଶା ଓଡ଼ିଶା ଫେରିଲେଣି ସାଢେ ୪ ଲକ୍ଷ ପ୍ରବାସୀ: ଟ୍ରେନ୍ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ସାଢେ ୫କୋଟି Jun 13, 2020 କଟକ(ସ.ବୁ୍ୟ): ଜୁନ ୧୩:ଓଡିଶାକୁ ଆସୁଥିବା ପ୍ରବାସୀ ଏବଂ ଓଡିଶାରୁ ଯାଉଥିବା ପ୍ରବାସୀ ଉଭୟଙ୍କ ଯାତାୟତରେ ଯେପରି କୌଣସି ସମସ୍ୟା ନହୁଏ ତାହାକୁ ଦୃଷ୍ଟି ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।…
ଓଡ଼ିଶା ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓଡିଶା ରିୟଲ ଇଷ୍ଟେଟ୍ ସେକଟର Jun 10, 2020 ଭୁବନେଶ୍ୱର: ଜୁନ ୧୦:କୋଭିଡ୍-୧୯ ମହାମାରୀ ନିମନ୍ତେ ବର୍ତମାନ ଆମ ଦେଶ ଏକ ଜରୁରୀ କାଳୀନ ସ୍ୱାସ୍ଥ୍ୟଗତ ଏବଂ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଛି। ଏହାର ପରିଣାମ ସ୍ୱରୂପ ଲକ୍ଷାଧିକ କୁଶଳ ଓ ଅନୁକୁଶଳ ଶ୍ରମିକ ନିଜର ଜୀବିକା…
ଓଡ଼ିଶା ପ୍ରବାସୀ ଓଡ଼ିଆଙ୍କୁ ଜୀବିକା ଯୋଗାଇବେ ରାଜ୍ୟ ସରକାର ଖର୍ଚ୍ଚ ହେବ ୧୭ ହଜାର କୋଟି ଟଙ୍କା May 29, 2020 By Papu Mohanty ଭୁବନେଶ୍ୱର:ମେ ୨୯: ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଏଥିରେ ନିଆଯାଇଥିବା ନିର୍ଦ୍ଦିଷ୍ଟ କିଛି ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ…
ଓଡ଼ିଶା ଚଣ୍ଡିଖୋଲରୁ କେନ୍ଦ୍ରାପଡା; ଚାଲିଚାଲି ଆସିଲେ ୧୩ ପାଇପ ମିସ୍ତ୍ରୀ May 22, 2020 Edited by Papu Mohanty କେନ୍ଦ୍ରାପଡା: ମେ ୨୨:ମହାକାଳପଡା ବ୍ଲକ ଗୋପାଳପୁର ଅଞ୍ଚଳର ପାଇପ ମିସ୍ତ୍ରୀ ମାନେ ଦୀର୍ଘଦିନ ହେବ କର୍ଣ୍ଣାଟକର ବାଙ୍ଗାଲୁରୁ ରେ ରହି ପାଣି ପାଇପ ମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିଲେ ।…
ଓଡ଼ିଶା ପ୍ରବାସୀ ଶ୍ରମିକଙ୍କୁ ଡିଜି ଅଭୟଙ୍କ ଅଭୟବାଣୀ; ଚାଲନି, ଥାନାକୁ ଯାଅ May 15, 2020 Edited by Papu Mohanty ଭୁବନେଶ୍ୱର : May 15: ଚାଲନି, ଥାନାକୁ ଯାଅ । ଖାଇବା, ଗାଡ଼ିରେ ନେବା ଏବଂ ସୀମାରେ ପହଞ୍ଚାଇବା କାର୍ଯ୍ୟ ରାଜ୍ୟ ସରକାର କରିବେ । ଏ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ…
ଓଡ଼ିଶା ଓଡ଼ିଶାକୁ ଫେରିଲେଣି ୭୬,୨୩୪ ପ୍ରବାସୀ କେବଳ ମଙ୍ଗଳବାର ୮,୭୬୧ ପ୍ରବାସୀ May 12, 2020 By Papu Mohanty ଭୁବନେଶ୍ୱର(ସବୁ୍ୟ): May 12: ବର୍ତ୍ତମାନସୁଦ୍ଧା ବାହାର ରାଜ୍ୟରୁ ଟ୍ରେନ୍ ଓ ବସ୍ ଯୋଗେ ଓଡ଼ିଶାକୁ ୭୬,୨୩୪ପ୍ରବାସୀ ଫେରିଛନ୍ତି । ଏହି ସୂଚନା ଦେଇଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ…
ଓଡ଼ିଶା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପାଇଁ ବଦଳିଲା ଗାଇଡଲାଇନ; ଥରକେ ଯାତ୍ରା କରିବେ ୧୭ଶହ ଯାତ୍ରୀ May 11, 2020 Edited by Papu Mohanty ଭୁବନେଶ୍ୱର : May 11: ରେଳ ମନ୍ତ୍ରଣାଳୟ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଥିବା ଗାଇଡ୍ ଲାଇନ୍ ପରିବର୍ତ୍ତନ କରିଛନ୍ତି । ଏଣିକି ୧୨୦୦ ସ୍ଥାନରେ ୧୭ଶହ ଯାତ୍ରୀ ଏହି ଟ୍ରେନ୍ରେ…
ଓଡ଼ିଶା ଭୁବନେଶ୍ୱର ତିନି ପ୍ରବେଶ ପଥରେ ହେବ ସ୍କି୍ରନିଂ ଆଶ୍ରମ, ତପୋବନ ସ୍କୁଲ, କୃପାଜଳ ଇଞ୍ଜିନିୟରିଂ କଲେଜରେ ହୋଇଛି… May 10, 2020 Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 10/05: ରାଜ୍ୟକୁ ପ୍ରବାସୀ ଓଡ଼ିଆ ଅନ୍ୟ ରାଜ୍ୟରୁ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । କରୋନା…