ଭାରତ- ଦ. ଆଫ୍ରିକା ଦ୍ୱିତୀୟ ଟି ଟ୍ୱେଣ୍ଟି : ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ଭାରତ, ସଞ୍ଜୁଙ୍କ ଉପରେ ନଜର
ପୋର୍ଟ ଏଲିଜାବେଥ:ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ। ପ୍ରଥମ ମ୍ୟାଚରେ ବିଜୟ ସହିତ ଭାରତର ମନୋବଳ ଦୃଢ଼ ରହିଛି। ଏବେ ଦ୍ୱିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟ ନେଇ ଟିମ ଇଣ୍ଡିଆ…