Browsing Tag

odia news

ଆସନ୍ତା ୨୮ରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା

ଭୁବନେଶ୍ୱର: ଜୁଲାଇ ୨୬: ବଙ୍ଗେପସାଗରର ଉତ୍ତର ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୮ ତାରିଖରେ ଉତ୍ତର-ଉପକୂଳରେ ଲଘୁଚାପ ଜନିତ ନିମ୍ନ ଚାପ ସୃଷ୍ଟି ହୋଇପାରେ ।…

ଅଭିନୟ କରିବେ ଗୁରୁ ରନ୍ଧାବର

ଭୁବନେଶ୍ୱର : ଜୁଲାଇ ୨୬: ନାଚ୍‌ ମେରୀ ରାନୀ, ବେବି ଗାର୍ଲ, ଲାହୋର, ପଟୋଲା ଆଦି ଲୋକପ୍ରିୟ ଗୀତ ଗାଇ ସଙ୍ଗୀତପ୍ରେମୀଙ୍କ ମନ ଜିଣିଥିବା ପଞ୍ଜାବୀ ଗାୟକ ଗୁରୁ ରନ୍ଧାବର ଏବେ ଅଭିନୟ କରିବା ପାଇଁ ମନ ବଳାଇଛନ୍ତି । ସେ ପ୍ରଥମଥର…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଦିଲ୍ଲୀ: ଜୁଲାଇ ୨୬: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦ୍ଦୁରªା ଇସ୍ତଫା ଦେବା ପରେ କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ରାଜ୍ୟର ଅନେକ ନେତା ଓ ମନ୍ତ୍ରୀ ରାଜ ଭବନରେ ଯାଇ ପହଞ୍ଚିଛନ୍ତି । ଆଗାମୀ ସମୟରେ କଣ…

କୋଭିଡ଼ କଟକଣା ମଧ୍ୟରେ ଆଜି ରାଜ୍ୟରେ ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ଜୁଲାଇ ୨୬: କରୋନା ମହାମାରୀ ଯୋଗୁଁ ତିନି ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ଆଜି ଠାରୁ ଶ୍ରେଣୀ କକ୍ଷରେ ପାଠପଢ଼ା ଆରମ୍ଭ ହେଉଛିି । ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ…

ଉତ୍ତରପ୍ରଦେଶରେ ହେବ ୱାଇଫାଇ ମାଗଣା

ଦିଲ୍ଲୀ: ଜୁଲାଇ ୨୪: ଉତ୍ତରପ୍ରଦେଶ ସରକାର ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରୁ ରାଜ୍ୟରେ ମାଗଣା ୱାଇଫାଇ ଯୋଗାଣ ବ୍ୟବସ୍ଥ ।କରୁଛନ୍ତି । ରାଜ୍ୟର ୭୫ ଜିଲ୍ଲା , ମୁନିସିପାଲ୍‌ ପରିଷଦ, ୧୭ଟି ମୁନିସିପାଲ୍‌ କର୍ପୋରେସନ୍‌ ଏବଂ…

ମହାରାଷ୍ଟ୍ରରେ ପ୍ରବଳ ବନ୍ୟା

ଦିଲ୍ଲୀ: ଜୁଲାଇ ୨୪: ମହାରାଷ୍ଟ୍ରରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ବହୁ ଧନ ଜୀବନ ହାନି ହୋଇଛି । ଗତ କାଲି ରାଇଗଡ଼ ଜିଲ୍ଲାର ତାଲିଆ ଗ୍ରାମରେ ମହାଡ଼ ତାଲୁକାଠାରେ ଭୂÕଳନ ଘଟିଥିଲା । ଆଜି…

ଦୁଇ ଭଉଣୀ ଏକାଠି କାମ କରିବେ

ଦିଲ୍ଲୀ: ଜୁଲାଇ ୨୪: ଅଭିନେତ୍ରୀ କରିସ୍ମା କପୁର ଓ କରୀନା କପୁର ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଗୁଡ୍‌ ନୁ୍ୟଜ୍‌ । ଖୁବଶୀଘ୍ର ଉଭୟ ଭଉଣୀ ଫିଲ୍ମରେ ଏକାଠି ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ…

ଭୁବେଶ୍ବର ରେଲୱେ ଷ୍ଟେସନ୍ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁନେଶ୍ବର: ଜୁଲାଇ ୨୪: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା…

ବିଗ୍‌ବସ୍‌ ଓଟିଟି ରିଅଲିଟି ସୋ ହୋଷ୍ଟ୍‌ କରିବେ କରନ୍‌

ଦିଲ୍ଲୀ: ଜୁଲାଇ ୨୪: ହିନ୍ଦୀ ଟେଲିଭିଜନ୍‌ ଜଗତର ସବୁଠାରୁ ବଡ଼ ସୋ ବିଗ୍‌ବସ୍‌ ଏବେ ଓଟିଟି ପ୍ଲାଟ୍‌ଫର୍ମରେ ପ୍ରସାରିତ ହେବାକୁ ଯାଉଛି । ଏହାକୁ ନିର୍ଦ୍ଦେଶକ କରନ୍‌ ଜୋହର ହୋଷ୍ଟ୍‌ କରିବେ । ବିଗ୍‌ବସ୍‌ ଓଟିଟି ୬ ସପ୍ତାହ…

ଦେଶ ପାଇଁ ପ୍ରଥମ ପଦକ ଜିତିଲେ ମୀରାବାଈ, ପିସ୍ତଲ୍‌ ସୁଟିଂ ଫାଇନାଲ୍‌ରେ ସୌରଭ ଚୌଧରୀ

ଭୁବନେଶ୍ୱର: ଜୁଲାଇ ୨୪: ଟୋକିଓ ଅଲମ୍ପିକ୍ସର ମହାକୁମ୍ଭରେ ପ୍ରଥମ ଦିନରୁ ଖେଳାଳୀମାନଙ୍କ ଜୋର୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ୪୯ କେଜି ବର୍ଗର ଭାରଉତ୍ତୋଳନରେ ମୀରାବାଈ ରୌପ୍ୟ ପଦକ ଜିତି ଭାରତର ଗର୍ବ ବଢ଼ାଇଛନ୍ତି ।…