Browsing Tag

odia news

ଦେଶରେ ସୁସ୍ଥତା ହାର ବଢ଼ୁଛି

ଦିଲ୍ଲୀ: ଜୁଲାଇ ୨୪: ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୮୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ଦେଶରେ ଏବେ ପର୍ଯ୍ୟନ୍ତ ୩ କୋଟି ୫ ଲକ୍ଷ ୩ ହଜାର ୧୬୬ ଜଣ ସୁସ୍ଥ ହୋଇସାରିଲାଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି ।…

ରାଜ୍ୟର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଜୁଲାଇ ୨୩: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଆଜି ରାଜ୍ୟର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକୁ ହେଲା-ବରଗଡ଼,…

ରାଜ୍ୟସଭାରୁ ନିଲମ୍ବିତ ହେଲେ ସାଂସଦ ଡ. ଶାନ୍ତନୁ ସେନ୍‌

ଦିଲ୍ଲୀ: ଜୁଲାଇ ୨୩: ଗତକାଲି ଭଳିି ଆଜି ମଧ୍ୟ ସଂସଦର ମୌସୁମୀ ଅଧିବେଶନରେ ବିଶୃଙ୍ଖଳା ଦେଖାଯାଇଛି । ଏଣୁ ସଭାପତି ଏମ୍‌ ଭେଙ୍କୟା ନାଇଡ଼ୁ ରାଜ୍ୟସଭାକୁ ମଧ୍ୟାହ୍ନ ୧୨.୩୦ ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଏହାସହ ସେ…

୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୫୩୪୨

ଦିଲ୍ଲୀ: ଜୁଲାଇ ୨୩: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି ୩୮ ହଜାର ୭୪୦ ଜଣ । ତେବେ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪ ଲକ୍ଷ ୬୮ ହଜାର ୭୯ ରୋଗୀ ସୁସ୍ଥ…

ଆଜି ରାଜ୍ୟରେ ୧ହଜାର ୯୧୭ କରୋନା ସଂକ୍ରମିତ

ଭୁବନେଶ୍ୱର:ଜୁଲାଇ ୨୩: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୯୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୧୦୯ ଜଣ କ୍ୱାରେଣ୍ଟିନ୍‌ ଓ ୮୦୮ ଜଣ ସ୍ଥାନୀୟ କେସ୍‌ରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି…

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର: ଜୁଲାଇ ୨୨: ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକିରମୋହନ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶା ୟୁନିଭର୍ସିଟି ସଂଶୋଧନ ଅଧିନିୟମ ୨୦୨୦ର…

ଆଜି ରାଜ୍ୟରେ ୧,୯୪୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:ଜୁଲାଇ ୨୨: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୯୪୮କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୧୨୦ ଜଣ କ୍ୱାରେଣ୍ଟିନ୍‌ରୁ ଓ ୮୨୮ ଜଣ ସ୍ଥାନୀୟ କେସ୍‌ରୁ ଚିହ୍ନଟ ହୋଇଥିବା ସୂଚନା…

ରାଜ୍ୟରେ ଦିନକରେ ୧,୯୨୭ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର:ଜୁଲାଇ ୨୧: କାଲି ଅପେକ୍ଷା ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଆଜି ୧ ହଜାର ୯୨୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧ ହଜାର ୧୧୫ ଜଣ କ୍ୱାରେଣ୍ଟିନ୍‌ରୁ…

୩୦ ବର୍ଷ ପରେ ଗ୍ରାମରେ ଚାଲିଲା ବସ୍‌

ଦିଲ୍ଲୀ: ଜୁଲାଇ ୨୦: ତିନି ଦଶନ୍ଧି ଧରି ତାମିଲନାଡ଼ୁରେ ଥିବା କାରୁªାମ୍ପାଲାୟମ ନାମକ ଗ୍ରାମରେ ବସ୍‌ ଚଳାଚଳ ହେଉନଥିଲା। ସେଠାରେ ପ୍ରାୟ ୨୨୦ ଜଣ ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ବହୁ ଲୋକ ନିକଟସ୍ଥ ସହରରେ କାମ…

ଆଜି ରାଜ୍ୟରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଉପରେ

ଭୁବନେଶ୍ୱର:ଜୁଲାଇ ୨୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କାଲି ସାମାନ୍ୟ ହ୍ରାସ ପାଇଥିବାବେଳ ଆଜି ପୁଣି ଦୁଇହଜାର ଉପରକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୮୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।…