ପୋଲିସ ମାଡ଼କୁ ପ୍ରତିବାଦ କରି କଂଗ୍ରେସ କର୍ମୀଙ୍କ ଡିସିପି ଅଫିସ ସମ୍ମୁଖରେ ଧାରଣା
ଭୁବନେଶ୍ୱର: ଡିସେମ୍ବର ୧୪ : ମମିତା ହତ୍ୟାକାଣ୍ଡ ଏବଂ ମନ୍ତ୍ରୀ ବିଦ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଗୋଡ଼ଇ ଗୋଡ଼ାଇ ମାଡ ମାରିଥିଲା । ଏଥିରେ ବହୁ ଛାତ୍ର କଂଗ୍ରେସ…