ଓଡ଼ିଶାରେ ସୁସ୍ଥ ହେଲେ ୨୫୧୦ ଜଣ କରୋନା ଆକ୍ରାନ୍ତ: ମୋଟ ସୁସ୍ଥ ହେଲେଣି ୬୫ ହଜାର ୩୨୩ ଜଣ
ଭୁବନେଶ୍ୱର: ଅଗଷ୍ଟ ୨୭: ଓଡ଼ିଶାରେ ଆଜି ୨୫୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୫ ହଜାର ୩୨୩ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି I
ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ…