Browsing Tag

Odisha Election News 2022

ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚିଲେ ପ୍ରିଜାଇଡିଂ ଅଫିସର

ଭୁବନେଶ୍ୱର: ଫେବୃଆରୀ ୧୫: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଭୋଟ ପ୍ରକ୍ରିୟା । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଦେଖାଯାଇଛି…

ଆସନ୍ତାକାଲିଠୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା

ଭୁବନେଶ୍ୱର: ଫେବୃଆରୀ ୧୫: ଆସନ୍ତ।କ।ଲି ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚ।ୟତ ନିର୍ବ।ଚନ ପ।ଇଁ ପ୍ରଥମ ପର୍ଯ୍ୟ।ୟ ମତଦ।ନ। ସକ।ଳ ୭ଟ।ରୁ ଦିନ ୧ଟ। ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ ।୬୭ ଲକ୍ଷ ୫୧ ହଜ।ର ଭୋଟର କରିବେ ମତଦାନ। ଏଥିପାଇଁ…

୨ନମ୍ବର ଜିଲ୍ଲା ପରିଷଦ ପଞ୍ଚାୟତ : ଫୁଲ ବାସ୍ନାରେ ଶୁଭୁନି ଶଙ୍ଖନାଦ

ଭୁବନେଶ୍ୱର: ନୀଳଗିରି ଉପଖଣ୍ଡର ଔପଦା ବ୍ଲକ ୨ନମ୍ବର ଜୋନ୍‌ରେ ଜିଲ୍ଲାପରିଷଦ ଭାବେ ଶାସକଦଳ ଓ ବିରୋଧି ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଦେଖାଯାଉଛି । ଆଜିର ସ୍ଥିତିରେ ଫୁଲର ବାସ୍ନାରେ ଏବେ ଶଙ୍ଖ ସ୍ୱର ବେସୁରିଆ ହେବାକୁ…

ପ୍ରଚାର ସମୟରେ ବିଜେଡିକୁ ଟାର୍ଗେଟ୍‌ କଲେ ରାଜ୍ୟ ସଭାପତି ସମୀର

ଭୁବନେଶ୍ୱର: ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ । ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ । ରାଜ୍ୟରେ ପ୍ରତିଦିନ ହାରାହାରି ୪ ଧର୍ଷଣ ଓ ୬ ଅପହରଣ ହେଉଛି । ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି । ଶିକ୍ଷୟତ୍ରୀ…

ନିର୍ବାଚନୀ ହିଂସା ଏଡାଇବାକୁ କମିଶନରେଟ ପୋଲିସର ଅଭିଯାନ

ଭୁବନେଶ୍ୱର: ଫେବୃଆରୀ ୦୯: ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ଚାରିଆଡେ ସରଗରମ ହେଲାଣି ରାଜନୀତି। ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ହାୱା ବୋହିଲାଣି। ପୂର୍ବ ରେକର୍ଡକୁ ଦେଖିଲେ ନିର୍ବଚନୀ ହିଂସାକୁ ଏଡାଇ ଦିଆଯାଇନପାରେ।…

ପୌର ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଧାର୍ଯ୍ୟ

ଭୁବନେଶ୍ୱର: ଫେବୃଆରୀ ୦୯: ପୌର ନିର୍ବାଚନ ଲାଗି ପ୍ରସ୍ତୁତି ପ୍ରକ୍ରିୟା ଜୋର୍‌ଦାର ଆରମ୍ଭ ହୋଇଛି । ଇତି ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନର ଏନ୍‌ଏସି, ମୁନିସିପାଲଟି ଓ ମହାନଗର ନିଗମର ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚ ସୀମା…

ମଦ ମୁକ୍ତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ଫେବୃଆରୀ ୦୮: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଅବକାରୀ ବିଭାଗ କଡା ପଦକ୍ଷେପ ନେଇଛି। ନିର୍ବାଚନକୁ ମଦ ତଥା ନିଶା ମୁକ୍ତ କରିବା ପାଇଁ ସଂମ୍ପୃକ୍ତ ବ୍ଲକ ଅଞ୍ଚଳରେ ଭୋଟ…

କୋହଳ ହୋଇଛି ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା

ଭୁବନେଶ୍ୱର: ଫେବୃଆରୀ ୦୮: କରୋନା ସଂକ୍ରମଣ ଖସୁଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା ବି ଖସିଛି। କୋହଳ ହୋଇଛି କଟକଣା। ଏଣିକି ୩୦୦ ଲୋକଙ୍କୁ ନେଇ ଖୋଲା ପଡିଆରେ ନିର୍ବାଚନ ପ୍ରଚାର ସଭା, ସମାବେଶ…