ଓଡ଼ିଶା ରାଜ୍ୟରେ ହେବାକୁ ଯାଉଥିବା ପୂଜା ପାର୍ବଣ ଲାଗି ନୂଆ ଗାଇଡଲାଇନ୍ Aug 10, 2021 ଭୁବନେଶ୍ୱର: ଅଗଷ୍ଟ ୧୦: କରୋନା ମହାମାରୀ ସମୟରେ ଓଡ଼ିଶାର ପୂଜା ପାର୍ବଣ ଲାଗି ଅନୁମତି ମିଳିଛି । ଏନେଇ ଆଗକୁ ହେବାକୁ ଯାଉଥିବା ସାର୍ବଜନୀନ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ କୋଭିଡକୁ ଦୃଷ୍ଟିରେ…