Browsing Tag

odisha headline

ଆସନ୍ତା ଜୁନ୍‌ରେ ହେବ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ୱର : ମେ ୧୪: ଆସନ୍ତା ଜୁନ୍‌ ମାସ ୧୩ରେ ତାରିଖରେ ରାଜ୍ୟସଭା ଉପନିର୍ବାଚନ ହେବାକୁ ଯାଉଛି ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ରାଜ୍ୟସଭା ସାଂସଦ ତଥା ବିଜେଡ଼ି ନେତା ସୁବାସ ସିଂଙ୍କ ଇସ୍ତଫା ଦେବା ପରେ…

କୋରାପୁଟ-ନବରଙ୍ଗପୁର ୨୪୫ କିମି ରାସ୍ତା ହେବ ଚାରିଲେନ୍‌

କୋରାପୁଟ/ନବରଙ୍ଗପୁର : କେନ୍ଦ୍ର ସରକାରଙ୍କ ‘ଭାରତମାଳା’ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ନବରଙ୍ଗପୁର ମଧ୍ୟରେ ୨୪୫କିମି ରାସ୍ତାକୁ ୪ଲେନ୍‌ ବିଶିଷ୍ଟ କରାଯିବ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା…

ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଦେଖିବେ ଭକ୍ତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଏପ୍ରିଲ ୧୩: ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ମେ’ ମାସ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଏଥର ସାମିଲ ହେବେ ଭକ୍ତ । ଏହି ସୂଚନା ଦେଇଛନ୍ତି…

କଳାହାଣ୍ଡିରେ ପେଟ୍ରୋଲ୍‌ ଓ ଡିଜେଲ ସଙ୍କଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଅନ୍ତର୍ଜାତୀୟ ତେଳ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି । ତେଳ ଦର ବୃଦ୍ଧି ଯୋଗୁଁ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବାବେଳେ ତେଳ କମ୍ପାନିଗୁଡ଼ିକ କ୍ଷତିଗ୍ରସ୍ତ ହେବାରେ…

ଭାରତରେ ୬ନମ୍ବର ସ୍ଥାନରେ ରହିଛି ଝାରସୁଗୁଡାର କ୍ୟାନସର ରୋଗୀଙ୍କ ସଂଖ୍ୟା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଳାରେ ଶିଳ୍ପାୟନକୁ ନେଇ ପରିବେଶ ଦୂଷିତ ହୋଇଛି । ଜିଲ୍ଲାର ବାୟୁମଣ୍ଡଳ, ମାଟି, ପାଣି ପବନ ସବୁ ଦୂଷିତ ହୋଇଛି । ଏପରି ଏକ ପରିବେଶ ସୃଷ୍ଟି ହୋଇଛି ଯାହାକି ମଣିଷ ବସବାସ କରିବାକୁ ଦୁର୍ବିସହ…

ଚିତ୍ରକଳା ପାଇଁ ଡା. ଦୀନବନ୍ଧୁ ସାହୁଙ୍କୁ ରାଜା ରବି ବର୍ମା ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପୁରସ୍କାର

ଭବାନୀପାଟଣା : ନିକଟ ଅତୀତରେ କରୋନାର ଘଡିସନ୍ଧି ମୂହୁର୍ତ୍ତରେ ଗୌହାଟୀସ୍ଥିତ ଲଳିତ କଳା କେନ୍ଦ୍ର, ଆସାମ ଦ୍ୱାରା ଏକ ଆଭାସୀ ଆର୍ନ୍ତଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଏବଂ କୃତି ପୁରସ୍କାର ଆବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ…

୫୦୦କୋଟି ଟଙ୍କା ଠକେଇ ମାମଲାରେ ଏସଓଏସଏସ ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ

ବ୍ରହ୍ମପୁର: ମାର୍ଚ୍ଚ ୩୧: ସକସେସ୍‌ ଅନଲାଇନ ସର୍ଭିସ ସିଷ୍ଟମ (ଏସଓଏସଏସ) ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ୫୦୦କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଛନ୍ତି । ଅର୍ଥନେତିକ ଅପରାଧ ଶାଖା ଦ୍ୱାରା ପଶୁପାଳକଙ୍କୁ ଗିରଫ…

ବଢ଼ୁଛି ଦୁର୍ଘଟଣା ଜନିତ ମୃତୁ୍ୟ: ଗତ ୨୪ ଘଣ୍ଟାରେ ୪ସଡ଼କ ଦୂର୍ଘଟଣାରେ ଗଲା ୧୩ ଜୀବନ

ନୂଆପଡା/ଅନୁଗୁଳ/ବାଲେଶ୍ୱର/ଯାଜପୁର: କୁହାଯାଏ ଦ୍ରୁତଗତି, ମହାବିପତ୍ତି ସଡ଼କ ସୁରକ୍ଷା, ଜୀବନ ରକ୍ଷା । ନୂଆପଡ଼ା ସ୍ଥାନୀୟ ମହାମାୟା କଲେଜ ପାଖରେ ମଙ୍ଗଳବାର ଏକ ମର୍ମ;ୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଅଲଟୋ କାର…

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ

ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜା ବସନ୍ତ ପଞ୍ଚମୀରେ ଅନୁଷ୍ଠିତ ହୁଏ । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ…

୯ ଜିଲ୍ଲାକୁ ୱାର୍ଣ୍ଣିଂ: କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ୱର: ଫେବୃଆରୀ ୦୪: ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବ ସକାଶେ ବର୍ଷା ଲାଗି ରହିଛି । ଦକ୍ଷିଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଆଜି ଭୁବନେଶ୍ୱର ପାଣିପାଗ କେନ୍ଦ୍ର…