Browsing Tag

odisha headline

ଆସନ୍ତା ମାଘ ସପ୍ତମୀ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ମନା

କୋଣାର୍କ: ଜାନୁଆରୀ ୨୮: ଆସନ୍ତା ଫ୍ରେବୃଆରୀ ୭ ରେ ମାଘ ସପ୍ତମୀ ଅବସରରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି । ଭୋରରୁ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ପହିଲି ସୂର୍ଯ୍ୟ ଦର୍ଶନ କରିଥାନ୍ତି । ଗତ ବର୍ଷ ପରି…

ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ବିକ୍ଷୋଭ: ଆମେ ପରୀକ୍ଷା ଦେବୁନି, ଘରେ ବସିବୁ

ଭୁବନେଶ୍ୱର: ଜାନୁଆରୀ ୨୭: ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଅଫ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା ଏବଂ ଯୁକ୍ତ ୨ ପରୀକ୍ଷା ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏନେଇ ସେମାନେ ଆଜି ରାଜରାସ୍ତାରେ…

ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ସେବା ପାଇଁ ୫ ଓଡ଼ିଆଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ଜାନୁଆରୀ ୨୫: ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ସେବା ପଦକ ପାଇବାକୁ ଓଡ଼ିଶାର ୫ ଜଣ କର୍ମଚାରୀ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଗୃହରକ୍ଷୀ କମ୍ପାନୀ କମାଣ୍ଡର…

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ପୋଲିସ ସମ୍ମାନ ପଦକ

ଭୁବନେଶ୍ୱର : ଜାନୁଆରୀ ୨୫: ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣ ପୋଲିସଙ୍କୁ ସମ୍ମାନ ପୋଲିସ ପଦକ ମିଳିବ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ…

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନାରେ ସଂକ୍ରମିତ

ଭୁବନେଶ୍ୱର : ଜାନୁଆରୀ ୨୪: ରାଜ୍ୟରେ ବିର୍ବାଚନ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନାରେ ସଂ୍ରକମିତ ହୋଇଛନ୍ତି । ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଏବେ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା…

ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଫେରିପରେ କି ଲକ୍‌ଡଉନ୍‌ !

ଭୁବନେଶ୍ୱର: ଜାନୁଆରୀ ୧୦: ଦିନକୁ ଦିନ ଦେଶ ଓ ରାଜ୍ୟରେ କରୋନା ପରିସ୍ଥିତି ପୁଣି ସଙ୍ଗିନ ହେବାକୁ ଲାଗିଲାଣି । ପ୍ରତ୍ୟେକ ଦିନ ରାଜ୍ୟରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ରାଜ୍ୟ…

୫,୪୦୦ ଫୁଲକୁ ନେଇ ସାଣ୍ଟ କ୍ଲଜ୍‌ କଳାକୃତି କଲେ ସୁଦର୍ଶନ

ପୁରୀ: ଡିସେମ୍ବର ୨୫: ନିଜ କଳାକୃତିକୁ ନେଇ ଦେଶ ଏବଂ ବିଦେଶରେ ଚର୍ଚ୍ଚାରେ ରହୁଥିବା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବଡ଼ଦିନ ଅବସରରେ ସାଣ୍ଟା କ୍ଲଜ୍‌ଙ୍କ କଳାକୃତି କରିଛନ୍ତି । ପୁରୀର ସମୁଦ୍ର କୂଳରେ…

ବିପିନ ରାୱତଙ୍କ ହେଲିକପ୍‌ଟ ଦୁର୍ଘଟଣା ଘଟଣା :ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଡିସେମ୍ବର ୧୧:ଆଜି ଭୁବନେଶ୍ୱରରେ ପହଞ୍ଚିଛି ସହିଦ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଅଣାଯାଇଛି । ତାଙ୍କ ପାର୍ଥିବ…

କଂଗ୍ରେସ ଭବନରେ ପଶି ପୋଲିସ ଗୋଡ଼ାଇ ଗୋଡ଼ଇ ପିଟିଲା: ବିଧାନସଭା ନିକଟରେ ଶତାଧିକ କଂଗ୍ରେସ ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱର : ଡିସେମ୍ବର ୧୦: ମମିତା ହତ୍ୟାକାଣ୍ଡ ମାମଲାକୁ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ବିଧାନସଭା ଗୃହ ସହିତ ରାଜରାସ୍ତାରେ ବିରୋଧୀ ଦଳମାନେ ବିକ୍ଷୋଭ ପଦର୍ଶନ କରୁଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ…

ଆଜି ଶ୍ରୀମନ୍ଦିରେ ପଇତାଲାଗି ନୀତି: ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ

ପୁରୀ: ନଭେମ୍ବର ୨୯: ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥି ହୋଇଥିବା ହେତୁ ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିରେ ତିନି ଠାକୁର ପଇତା ପରିଧାନ କରିବେ । ଏହା ଏକ ସ୍ୱତନ୍ତ୍ର ଗୁପ୍ତ ନୀତି ହୋଇଥିବା ହେତୁ ଏହ…