ଓଡ଼ିଶା ବଦଳୁଛି କରୋନାର ଲକ୍ଷଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ Nov 25, 2021 ଭୁବନେଶ୍ୱର: ନଭେମ୍ବର ୨୫: କରୋନା ଏବେ ଲକ୍ଷଣ ବଦଳାଉଛି । ଏଣୁ ସାରଧାରଣ ଥଣ୍ଡା ଜର ହେବା ମାତ୍ରେ ଟେଷ୍ଟ କରିବାର ଉଚିତ୍ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟେଷ୍ଟ କରାଇ ନିଜେ ସୁରକ୍ଷିତ ହେବା ସହ…
ଓଡ଼ିଶା ଟ୍ରାଫିକ ନିୟମ ଉଲ୍ଲଘଂନ କରି ଚାଉଥିଲେ ବାଇକ୍: ପୋଲିସ ଅଟକାଉ ଥିଲା ବେଳେ ଗାଡ଼ିରୁ ଖସି ୩ ଗୁରୁତର Nov 22, 2021 ବ୍ରହ୍ମପୁର: ନଭେମ୍ବର ୨୨: ମହଙ୍ଗା ପଡ଼ିଲା ଟ୍ରାଫିକ ନିୟମ ଉଲ୍ଲଂଘନ । ଟ୍ରାଫିକ ନିୟମ ଭାଙ୍ଗି ଗୋଟିଏ ବାଇକରେ ୩ଜଣ ଯୁବକ ଯିବା ସମୟରେ ପୋଲିସ ଅଟକାଇଥିଲା । ଫଳରେ ଘଟଣାସ୍ଥଳରେ ଚଳନ୍ତା ବାଇକରୁ ଖସି ୩ଜଣ ଆହତ ହୋଇଛନ୍ତି ।…
ଓଡ଼ିଶା ସାତ ଦିନ ପାଇଁ ୬ଘଣ୍ଟା ବନ୍ଦ ରହିବ ରେଳବାଇ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ Nov 17, 2021 ଭୁବନେଶ୍ୱର, ନଭେମ୍ବର ୧୭ : ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ୍ ପୂର୍ବ ସେବାକୁ ପର୍ଯ୍ୟାୟ କ୍ରମେ ଫେରାଇବା ପାଇଁ ରେଳବାଇ ଏକ ନୂତନ ପ୍ରୟାସ କରିଛି । ଏହି ପ୍ରୟାସ ଅନୁଯାୟୀ, ଏକ ଅଂଶ ଭାବରେ ରେଳବାଇର ଯାତ୍ରୀ…
ଓଡ଼ିଶା ବାଣ ଉପରେ ଲାଗିପାରେ ସମ୍ପୂର୍ଣ୍ଣ କଟକଣା Oct 25, 2021 ଭୁବନେଶ୍ୱର: ଅକ୍ଟୋବର ୨୫: ଦୀପାବଳିରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ବାଣ ଫୁଟିଲେ ଫୁସଫୁସ ଉପରେ…
ଓଡ଼ିଶା ଗୋବିନ୍ଦକୁ ଫାଶି ଦିଆଯାଉ: ମମିତାଙ୍କ ବାପା, ଶିଶୁ ଭବନ ଛକରେ ବିଜେପି କର୍ମୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି Oct 23, 2021 ଭୁବନେଶ୍ୱର: ଅକ୍ଟୋବର ୨୩: ଗୋଟିଏ ବୋଲି ରୋଜଗାରିଆ ଝିଅ ମମିତା ମେହରଙ୍କ ମୃତୁ୍ୟ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବାପା । ପରିବାର ଅର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି ବୋଲି କହିଛନ୍ତି ତାଙ୍କ ବାପା । ହତ୍ୟାକାରୀ ଗୋବିନ୍ଦକୁ…
ଜିଲ୍ଲା ମମିତାଙ୍କ ମୃତଦେହ ଉଦ୍ଧାର ସ୍ଥାନରେ ମୋବାଇଲ୍ ଖୋଜୁଛି ପୁଲିସ ମହାଲିଙ୍ଗରେ ଡ଼ିଆଇଜି Oct 21, 2021 ବଲାଙ୍ଗିର/ଭବାନୀପାଟଣା: ଅକ୍ଟୋବର ୨୧: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ପରେ ପୋତି ଦିଆଯାଇଥିବା ସ୍ଥାନରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ…
ଜିଲ୍ଲା ସନସାଇନ୍ ସ୍କୁଲରୁ ଚାକିରି ଛାଡିବାକୁ ଚାହୁଁଥିଲେ ମମିତା, ତେବେ କାହିଁକି? Oct 20, 2021 ବଲାଙ୍ଗିର : ମମିତା ନିଖୋଜ ମାମଲାରେ ଆସିଛି ନୂଆ ମୋଡ । ମହାଲିଙ୍ଗ ସ୍ଥିତ ଷ୍ଟାଡିୟମର ମାଟି ତଳୁ ମିଳିଥିବା ପାଉଁଜି, ସୁନା ଚେନ ଓ ବ୍ୟାଗ ମମିତାଙ୍କର ବୋଲି ସ୍ପଷ୍ଟ କରିଛନ୍ତି ତାଙ୍କର ପରିବାର ଲୋକେ । ଷ୍ଟାଡିୟମ ଭିତରେ…
ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡ଼ିଶା Sep 30, 2021 ଭୁବନେଶ୍ୱର : ସେପ୍ଟେମ୍ବର ୩୦ : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଭୁବନେଶ୍ୱରରେ ଏକ ତାଲିମ ଶିବିର ଗତକାଲି ଆରମ୍ଭ ହୋଇଛି । ୯ ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି । ବାତ୍ୟା…
ଓଡ଼ିଶା ଓଡ଼ିଶା ହାଇକୋର୍ଟରେ ୪ ନୂଆ ବିଚାରପତିଙ୍କ ନିଯୁକ୍ତି Sep 30, 2021 କଟକ: ସେପ୍ଟେମ୍ବର ୩୦: ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତିଙ୍କ ନିଯୁକ୍ତି ମିଳିଛି । ଦୁଇ ଜଣ ଆଇନଜୀବୀ ଏବଂ ଦୁଇ ଜଣ ଜୁଡିସିଆଲ୍ ଅଫିସରଙ୍କୁ ହାଇକୋର୍ଟରେ ନିଯୁକ୍ତି ମିଳିଛି । ନୂତନ ବିଚାରପତିମାନେ ହେଲେ- ଆଇନଜୀବୀ…
ଜିଲ୍ଲା ଜାତୀୟ ରାଜପଥ ପ୍ରଶସ୍ତିକରଣ ନାମରେ ବଳି ପଡ଼ିଲା ୨,୭୧୫ ଗଛ Sep 30, 2021 କୋରାପୁଟ, ସେପ୍ଟେମ୍ବର ୩୦ : ରାସ୍ତା ପ୍ରଶସ୍ତୀକରଣ ନାମରେ ବଳି ପଡ଼ୁଛି ବହୁ ମୂଲ୍ୟବାନ ଗଛ । କୋରାପୁଟ ଜିଲ୍ଲାର ବାରିଣୀପୁଟରୁ ବୋରିଗୁମ୍ମା, ବୋରିଗୁମ୍ମାରୁ ଇନ୍ଦ୍ରାବତୀ ବ୍ରିଜ୍ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ର…