ଜିଲ୍ଲା ଶବ ଶୋଭାଯାତ୍ରାରେ ନାଚିଲେ ଲୋକେ, ଡିଜେରେ ଦୁଲୁକିଲା ରାସ୍ତା Nov 25, 2022 ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ପଞ୍ଚରା ବସ୍ତିପଡ଼ାରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ଗାଁର ମାଙ୍ଗରୀ ସୁରିନ୍ ନାମକ ଜଣେ ମହିଳା ୧୧୫ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ତାଙ୍କ ଶବ ସଂସ୍କାର ଶୋଭାଯାତ୍ରାରେ…
ଜିଲ୍ଲା ବଳି ପାଇଁ ନାବାଳକକୁ ଅପହରଣ,କୌଶଳ କ୍ରମେ ଖସି ଆସିଲା, ୩ ଗିରଫ Nov 24, 2022 ଦେବଗଡ଼: ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମରେ ବଳି ଦେବାପାଇଁ ଜଣେ ୬ ବର୍ଷର ନାବାଳକକୁ ଅପହରଣ କରିଥିବା ଅଭଯୋଗ ହୋଇଛି। ନାବାଳକ ଜଣକ କେଶଳ କ୍ରମେ ଖସି ଆସିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ପୁଲିସ…
ଜିଲ୍ଲା ସହରରେ ବୁଲା ଷଣ୍ଡ ଓ ମଇଁଷିଙ୍କ ପାଇଁ ବଡୁଛି ଦୁର୍ଘଟଣା, ପ୍ରତିକାର ଦାବି Nov 18, 2022 ରାୟଗଡା : ମୁନିସିପାଲିଟି କାର୍ଯ୍ୟାଳୟରେ ଚାଷୀ ଏକତା ପରିଷଦର ସଦସ୍ୟ ତଥା ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପ୍ରିତମ କୁମାର ଓ ରାୟଗଡା ଟାଉନ ଉପ ସଭାପତି ନିରଞ୍ଜନ ବିଡ଼ିକାଙ୍କ ନେତୃତ୍ୱରେ ମୁନିସିପାଲିଟି ଅଧିକାରୀଙ୍କୁ ଏକ…
ଜିଲ୍ଲା ଜୋର ଧରିଛି ବୌଦ୍ଧରେ କ୍ରସର ବିରୋଧି ଆନ୍ଦୋଳନ : ଆନ୍ଦୋଳନକାରୀ-ଜିଲ୍ଲାପ୍ରଶାସନ ଆଲୋଚନା ବିଫଳ Nov 11, 2022 ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଆନ୍ଦୋଳନ ଜୋର ଧରିଛି। ମାର୍ଗଶୀର ମାସ ଗୁରୁବାର ଥିବାରୁ ଧାରଣାରେ ସାମିଲଥିବା ମହିଳାମାନେ ଲକ୍ଷ୍ମୀପୁରାଣ ପଠନ କରିଥିବା…
ଜିଲ୍ଲା ଜାନୁଆରୀ ୧୮ରୁ ୨୨ ହେବ ଲୋକମହୋତ୍ସବ ଚଇତି Nov 8, 2022 ରାୟଗଡା: ଜାନୁୟାରୀ ୧୮ରୁ ୨୨ ଯାଏଁ ଅନୁଷ୍ଠିତ ହେବ ରାୟଗଡ ଜିଲ୍ଲାର ଲୋକମହୋତ୍ସବ ଚଇତି । ଏ ନେଇ ବୈଠକରେ ଅଧିକାଂଶ ସଦସ୍ୟଙ୍କ ପ୍ରସ୍ତାବ କ୍ରମେ ସ୍ଥିର କରାଯାଇଛି । ଜିଲ୍ଲାପାଳ ସ୍ୱଧା ଦେ ସିଂଙ୍କ ଅଧ୍ୟକ୍ଷତାରେ ଚଇତି ଆୟୋଜନ…
ଜିଲ୍ଲା ହୃଦରୋଗ ଶିଶୁଙ୍କ ପାଇଁ ଚିକିତ୍ସା ଶିବିର,୧୦୮ ଶିଶୁ ମାଗଣା ଚିକିତ୍ସା ପାଇଲେ Nov 7, 2022 ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ କମ୍ ଶିଶୁଙ୍କ ମାଗଣା ହୃଦରୋଗ ଜନିତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ…
ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଟମାଟୋ ଚାଷରେ ଝାଉଁଳା ରୋଗ, ଚିନ୍ତାରେ ଚାଷୀ Nov 3, 2022 ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର କେତେକ ଚାଷ ଜମିରେ ଟମାଟୋ ଚାଷରେ ଝାଉଁଳା ରୋଗ ଦେଖିବାକୁ ମିଳିଛି । ଫଳରେ ଟମାଟୋ ଫସଲ ନଷ୍ଟ ହେବା ସହିତ ଚାଷୀଙ୍କ ରୋଜଗାର ଆଶା ଆଶାରେ ରହିଯାଉଛି । ଖପ୍ରାଖୋଲ ବ୍ଲକ ସଦର…
ଜିଲ୍ଲା ବିଶ୍ୱ ଶାନ୍ତି ପାଇଁ ଆୟପାସ୍ୱାମୀ ପୂଜା: ରାଜ୍ୟ ବାହାରର ଶତାଧିକ ଭକ୍ତ ନିଆଁରେ ଚାଲିଲେ Nov 2, 2022 ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବିଶ୍ୱ ଶାନ୍ତି ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟର ଶତାଧିକ ଭକ୍ତ ମିଶି ଆୟପାସ୍ୱାମୀ ପୂଜା କରି ଜଳନ୍ତା ନିଆଁରେ ଚାଲିଛନ୍ତି । ମାଲ୍ୟବନ୍ତ ପର୍ବତ…
ଜିଲ୍ଲା ବୌଦ୍ଧ- କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା Nov 1, 2022 ବୌଦ୍ଧ : ବୌଦ୍ଧ- କିଆକଟା ସେତୁ ଏବେ ପାଲଟିଛି ମରଣଯନ୍ତା । ଏହା ଜିଲ୍ଲାର ପ୍ରମୁଖ ପ୍ରବେଶ ଦ୍ୱାର କୁହାଯାଉଥିବା ବେଳେ ବୌଦ୍ଧ କିଆକଟା ମହାନଦୀ ସେତୁର ଦୂରାବସ୍ଥା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଉତ୍ତର ପ୍ରଦେଶ ବ୍ରିଜ…
ଜିଲ୍ଲା ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲଙ୍କ କମାଲ: ପାଟିରେ ଆଙ୍କିଲେ ୫-ଟି ସ୍କୁଲ ଚିତ୍ର Nov 1, 2022 ବଲାଙ୍ଗିର : ବଲାଙ୍ଗିର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଚିତ୍ରାଙ୍କନ ପ୍ରତିଯୋଗିତାରେ କମାଲ ଦେଖାଇଛି ନବମ ଶ୍ରେଣୀର ଛାତ୍ରୀ ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲ ନାଗ । ହାତ କି ଗୋଡ଼ ନଥିବାରୁ ନିଜ ପାଟିରେ ପେନସିଲ ଧରି…