Browsing Tag

Odisha Local news

ସୁନ୍ଦରଗଡ଼ରେ ହାତୀ-ମଣିଷ ଲଢ଼େଇ: ୫ ବର୍ଷରେ ମଲେଣି ୭୩ ଲୋକ ଓ ୨୬ ହାତୀ

ରାଉରକେଲା : ହାତୀଙ୍କ ସୁରକ୍ଷା ବାବଦରେ ସରକାର ପ୍ରତିବର୍ଷ ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ସତ୍ତେ୍ୱ ହାତୀଙ୍କ ମୃତ୍ୟୁକୁ ରୋକାଯାଇପାରୁନି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ…

୫-ଟି ରୂପାନ୍ତରିତ ସ୍କୁଲର ସୁରକ୍ଷା ନେଇ ପ୍ରଶ୍ନବାଚୀ !

ଜୟପାଟଣା : ସରକାର, ଶିକ୍ଷା ତଥା ଶିକ୍ଷାର ମାନ ବଢ଼ାଇବାକୁ ସମଗ୍ର ରାଜ୍ୟର ଅନେକ ବିଦ୍ୟାଳୟମାନଙ୍କୁ ୫-ଟି ଯୋଜନାରେ ରୂପାନ୍ତରିତ କରାଯାଇଛି । ଏଥିପାଇଁ ବହୁ ଲକ୍ଷ ଟଙ୍କା ବ୍ୟୟ ବରାଦରେ ବିଦ୍ୟାଳୟମାନଙ୍କର ଭିତିଭୂମି, ଗୃହ…

ବାଟବଣା ‘ଅନେ୍ୱଷା’ ଯୋଜନା: ଆଦିବାସୀ ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ…

ସୁନ୍ଦରଗଡ଼ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଫଳ ହୋଇଛି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜି ସ୍କୁଲରେ ପଢ଼ାଇବାର ଯୋଜନା ‘ଅନେ୍ୱଷା’ । ଏହି ଯୋଜନାରେ ୪ର୍ଥରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଜିଲ୍ଲାର ମୋଟ୍‌ ୨୨୬୪ ପିଲା…

ହୀରାକୁଦ ଜଳଭଣ୍ଡାର ଥିବା ଜିଲ୍ଲାରେ ମରୁଡ଼ି!

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଥିବା ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନେକ ସମୟରେ ଲାଗି ରହିଛି ମରୁଡ଼ି । ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଥିବାବେଳେଏହି ଜିଲ୍ଲାର…

ପୋଲିସ ପକ୍ଷରୁ ଘୁଡଘୁଡୁ ଖେଳ ଉପରେ ଚଢ଼ାଉ , ୬ ଗିରଫ

ବରଗଡ/ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କୁଜାପାଲି ଗ୍ରାମରେ ଘୁଡଘୁଡୁ ପଟି ଖେଳ ଉପରେ ଚଢ଼ାଉ କରାଯାଇ ୬ଜଣକୁ ଗିରଫ କରାଯାଇଛି । ଏହା ସହିତ ଖେଳସାମଗ୍ରୀ,ନଗଦ ୩୬,୭୧୦ ଟଙ୍କା, ୭ ମୋବାଇଲ, ୪ ବାଇକ୍‌ ଜବତ…

ଚାଷୀଙ୍କ ମୁଣ୍ଡରେ ଚଡକ: ଟ୍ରାନ୍ସଫର ପୋଡ଼ିଯିବାରୁ ୬୦ ଏକର ଧାନ ଚାଷ ଉଜୁଡିବାକୁ ବସିଲାଣି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୋଇଲିସୂତା ଗ୍ରାମରେ ୬୦ଏକର ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି । ସୂଚନା ମତେ ଚଳିତ ବର୍ଷ ଏହି ଖରିବ ଋତୁରେ ଗ୍ରାମରେ ଥିବା ମା ପୀତାବଳି ପାଣି ପଞ୍ଚାୟତ ୧ ର…

ଅବକାରୀ ବିଭାଗ ନିଦାବିଷ୍ଣୁ : ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଖୁଲମ୍‌ଖୁଲ୍ଲା ଚାଲିଛି ମଦ କାରବାର

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ବଢିବାରେ ଲାଗିଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ଜାଣି ଶୁଣି ନିରବ ରହୁଛି । ଅଭିଯୋଗ ମତେ କେଉଁଠି ରନ୍ଧା ମଦ ପିଇ ଲୋକଙ୍କ ଜୀବନ ହାନି…

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର : ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଗୁରୁବାର ୧୨ଘଣ୍ଟିଆ ବନ୍ଦ ପାଳନ । ବଲାଙ୍ଗିର ଆକ୍ସନ କମିଟି ଓ ଜିଲ୍ଳା ଓକିଲ ସଂଘର ବନ୍ଦ ଡାକରାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି…

ବଡଚଣା ସିଡିପିଓ ଅଫିସରେ ଦୁର୍ନୀତି : ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା

ଚଣ୍ଡିଖୋଲ: ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ବିଭିନ୍ନ ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ଦୁର୍ନୀତିକୁ ନେଇ ଡଜନ ଡଜନ ଅଭିଯୋଗ ଗଦାହୋଇ ରହିଥିଲା ବେଳେ ଏବେ ଉକ୍ତ ବ୍ଳକର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ (ସିଡିପିଓ)ରେ…

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ବୈଠକ: ନଭେମ୍ବର ୧୦ ସୁଦ୍ଧା କଳାକାର ଚୟନ ପ୍ରକ୍ରିୟା ଶେଷ

ବରଗଡ: ଚଳିତ ଡିସେମ୍ବର ୨୭ ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଚଳିତ ବର୍ଷ ଧନୁଯାତ୍ରାର ଡାଇମଣ୍ଡ ଜୁବୁଲି ( ହୀରକ ଜୟନ୍ତୀ) ପାଳନ ହେବ । ଫଳରେ…