Browsing Tag

Odisha News

ରାଜ୍ୟରେ ଆଜି ୧୧୬ ଜଣ ୧୮ ବର୍ଷରୁ କମ୍‌ ସଂକ୍ରମିତଙ୍କ ସହ ୯୧୧ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୨୧ : ଆଜି ରାଜ୍ୟରେ ୭୧,୨୬୪ ସ୍ୱାବ ଟେଷ୍ଟ ମଧ୍ୟରୁ ୯୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ…

ମାଲକାନଗିରିରେ ବିଏସ୍‌କେୱାଇ ସ୍ମାଟ୍‌ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୨୦: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ସ୍ମାଟ୍‌ କାର୍ଡର ଶୁଭାରମ୍ଭ ସହ ବଣ୍ଟନ କରିଛନ୍ତି । ସ୍ଥାନୀୟ ସଂସ୍କୃତି…

ଏଆଇଆଇଏମ୍‌ଏସ୍‌ ଆବିଷ୍କାର କଲା ନୂଆ ଫଙ୍ଗସ୍‌ ‘ଅରୁଣାଲୋକେ’

ଭୁବନେଶ୍ୱର: ଅଗଷ୍ଟ ୨୦: ଏଆଇଆଇଏମ୍‌ଏସ୍‌ ବା ଏମ୍ସ ରିସର୍ଚ୍ଚସ୍‌ ଏକ ନୂତନ ପଙ୍ଗସ୍‌ ଆବିଷ୍କାର କରିଛନ୍ତି । ଏହି ଫଙ୍ଗସ୍‌ ମୁ୍ୟକୋରାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ର ସୃଷ୍ଟିର କାରଣ । ଗବେଷକମାନେ ଚିହ୍ନଟ କରିଥିବା ନୂତନ…

ପିଲାମାନଙ୍କ କରୋନା ସଂକ୍ରମଣ ନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ

ଭୁନେଶ୍ୱର: ଅଗଷ୍ଟ ୧୯: ରାଜ୍ୟରେ ବର୍ତ୍ତମାନ ୧୮ ବର୍ଷ ବୟସରୁ କମ୍‌ ପିଲାମାନେ କରୋନା ସଂକ୍ରମିତ ହେଉଛି । ଏନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଡିଏମ୍‌ଇଟି (ଡାଇରୋକେଫାରେଟ୍‌ ଅଫ୍‌ ମେଡିକାଲ ଏଜୁକେସନ ଆଣ୍ଡ…

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶନ ଉପର ରୋକ୍‌

ଭୁବନେଶ୍ୱର: ଅଗଷ୍ଟ ୧୯: ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆତ୍ମଜୀବନୀ ଉପରେ କଟକ କର୍ମସିଆଲ କୋର୍ଟ ରୋକ୍‌ ଲଗାଇଛନ୍ତି । ଆତ୍ମଜୀବନୀ ପ୍ରକାଶନକୁ ବିରୋଧ କରି ଫକୀର ମୋହନଙ୍କ ଅଣନାତୁଣୀ ପ୍ରଫେସର ମିନାକ୍ଷୀ ଦତ୍ତ କୋର୍ଟଙ୍କ…

ଆଜି ରାଜ୍ୟରେ ୧,୦୪୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ୦-୧୮ ବର୍ଷ ବର୍ଗର ପିଲା ଅଛନ୍ତି

ଭୁବନେଶ୍ୱର: ଅଗଷ୍ଟ ୧୯: ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାର ତଳକୁ ରହୁଥିଲାବେଳେ ଗତ ୨୪ ଘଣ୍ଟାରେ ୧,୦୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୬୬,୨୮୧ ସ୍ୱାବ ଟେଷ୍ଟ ମଧ୍ୟରୁ…

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ

ଭୁବନେଶ୍ୱର:ଅଗଷ୍ଟ ୧୭ : ଟୋକିଓ ଅଲମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳ ଏବଂ ପ୍ରଥମ ଥର ସେମିଫାଇନାଲ ରାଉଣ୍ଡକୁ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧନା କରିବା ନିମନ୍ତେ…

ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ଦୁଇର କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ୱର, ଅଗଷ୍ଟ ୧୩: ଆସନ୍ତା କାଲି ଯୁକ୍ତ ଦୁଇର କଳା(ଆର୍ଟସ୍‌) ଓ ଧନ୍ଦାମୂଳକ (ଭୋକେସନାଲ)ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଛାତ୍ରଛାତ୍ରୀ ଅନଲାଇନ୍‌…

ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ ଏସ୍‌ଓପି ଜାରି

ଭୁବନେଶ୍ୱର, ଅଗଷ୍ଟ ୧୧: ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ ଏସ୍‌ଓପି ଜାରି କରିଛନ୍ତି । ଆଧାର କାର୍ଡ ଦେଖାଇ ପୁରୀବାସୀ କାଳିଆଙ୍କ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲାବେଳେ ସାଧାରଣ…

ରାଜ୍ୟରେ ଆସନ୍ତା ୧୨ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପାଇଁ ଆବେଦନ

ଭୁବନେଶ୍ୱର: ଅଗଷ୍ଟ ୧୦: ଆସନ୍ତା ୧୨ ତାରିଖରେ ରାଜ୍ୟରେ ଯୁକ୍ତ ଦୁଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍‌ସ ପୋର୍ଟାଲ ମାଧ୍ୟମରେ…