Browsing Tag

Odisha News

ଖଣ୍ଡୁଆଳ ମାଳି ପର୍ବତମାଳାର ଲିଜ୍‌ ନିଷ୍ପତ୍ତି ବାତିଲ ପାଇଁ ଦାବି

ଭବାନୀପାଟଣା : ପ୍ରାକୃତିକ ସମ୍ପଦରେ ଭରପୂର କଳାହାଣ୍ଡି ଜିଲ୍ଲାର ‘କର୍ଲାପାଟ ଅଭୟାରଣ୍ୟ’ ଅର୍ନ୍ତଗତ ଖଣ୍ଡୁଆଳ ମାଳି ପର୍ବତମାଳାକୁ ସରକାର କମ୍ପାନୀ ହାତରେ ଲିଜ୍‌ ଦେବା ନୀତିକୁ ତୀବ୍ର ବିରୋଧ କରାଯାଇଛି । ଏନେଇ ରାଜ୍ୟ…

ସମ୍ବଲପୁର-ପୁରୀ ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବୀ: ସକାରାତ୍ମକ ପଦକ୍ଷେପ ନନେଲେ ଜୁନ ମାସରେ ଆନ୍ଦୋଳନ

ବରଗଡ଼ : ବରଗଡ଼ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ସମୟରେ ଭୁବନେଶ୍ୱର ଓ ନୂଆଦିଲ୍ଲୀ ପାଇଁ ସିଧାସଳଖ ରେଳସେବା ଯୋଗାଇବା ପାଇଁ ବାଦୀ ଉଠିଛି । ଏନେଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କ ସହ ବରଗଡ଼…

ବଣାଇରେ ବିଦ୍ୟୁତ କାଟ ନେଇ ସାଧାରଣରେ ଅସନ୍ତୋଷ

ବଣାଇ : ବଣାଇ ସହରର ତଥା ଆଖପାଖ ଅଞ୍ଚଳରେ ବିଦ୍ୟୁତ ବଣ୍ଟନ କମ୍ପାନୀ ବାରମ୍ବାର ବିଦ୍ୟୁତ କାଟ ଦ୍ୱାରା ସାଧାରଣରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏବେ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପାରଦ ପ୍ରାୟ ୪୫ ଡିଗ୍ରୀରେ ପହଞ୍ଚିଲାଣି ।…

ବୌଦ୍ଧ ଜିଲ୍ଲାପାଳଙ୍କ ନକଲି ହ୍ୱାଟସଆପ୍‌ ଖୋଲି ଟଙ୍କା ଆଦାୟ ଉଦ୍ୟମ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ହ୍ୱାଟଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି…

ପାଣି ପାଇଁ ବ୍ୟାପୁଛି କିଡନୀରୋଗ, ଏବେ ବି ଗାଁରେ ୧୮ ପୀଡ଼ିତ

ନର୍ଲା : ଜଳ ନେଇଛି ଜୀବନ । ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ରୁପ୍ରା ପଞ୍ଚାୟତ ଶତାଧିକ ଲୋକେ । ବିଶୁଦ୍ଧ ପାଣି ଟିକିଏ ନମିଳିବା କାରଣରୁ କିଡିନୀ ରୋଗ ପରି ମାରାତ୍ମକ ରୋଗ ସହ ଲଢ଼ୁଛନ୍ତି ଗ୍ରାମବାସୀ । ଏହି ଘଟଣା…

ଆତ୍ମସମର୍ପଣ ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ମାଓଯୋଡ଼ି

ଭବାନୀପାଟଣା : ପ୍ରଥମେ ମାଓ ସଂଗଠନରେ ସାମିଲ ହୋଇ ମାଓ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିଥିଲେ । ପରେ ବରିଷ୍ଠ ମାଓବାଦୀଙ୍କ ନିର୍ଯ୍ୟାତନା ଅସହ୍ୟ ହେବା ଏବଂ ରାଜ୍ୟ ସରକାରଙ୍କ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ…

ମହଙ୍ଗା ପଡ଼ିଲା କବାଡ଼ିଆକୁ ସ୍କୁଲ ବହି ବିକିବା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ରାଉରକେଲା : ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି କବାଡିଆକୁ ବହି ବିକିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ କୋଇଡା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟ ପ୍ରଧାନ…

ଆଇପିଏଲ ବେଟିଂ ବେଳେ ପୋଲିସ ରେଡ୍‌, ୯ ଗିରଫ

ରାଉରକେଲା: ଆଇପିଏଲ ବେଟିଂ ଉପରେ ଚଢ଼ାଉ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବିରମିତ୍ରପୁର ଥାନା ଯମୁନାନାକୀ ଗାଁର ଏକ ଘରେ ଚାଲିଥିଲା ଆଇପିଏଲ ବେଟିଂ । ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ୯ ଜଣ…

ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ: ନଷ୍ଟ କଲେ ଧାନ ଓ କଦଳୀ ଫସଲ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଉପଦ୍ରବ ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି । ଗଲାକାଲି ରାତିରେ ବିରନରସିଂହପୁର ଗ୍ରାମର ୫୭…

ଜଳୁଛି ବୌଦ୍ଧର ଜଙ୍ଗଲ, ଉଜୁଡୁଛି ବନ୍ୟ ସମ୍ପଦ

ବୌଦ୍ଧ : ବୌଦ୍ଧଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୁର ରହିଛି । ବନ ପାହଡ଼ ହେରା ଜିଲ୍ଲାରେ ପ୍ରଚୁର ପରିମାଣରେ ଜଙ୍ଗଲ ସଂପଦ ଭରି ରହିଛି । ଏହି ଜଙ୍ଗଲ ସଂପଦକୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଯେତେ ମାତ୍ରରେ ଉଦ୍ୟମ…