ଜିଲ୍ଲା ଭୀମଡୁଙ୍ଗୁରୀ ନୌବିହାର ପ୍ରକଳ୍ପ ଉଦଘାଟନ କଲେ ନରସିଂହ Apr 7, 2022 ବଲାଙ୍ଗିର : ନୌକାବିହାର ପ୍ରକଳ୍ପର ଉଦଘାଟନ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ପର୍ଯ୍ୟଟନ ସହିତ ଏଠିକାର ଜନସାଧାରଣଙ୍କ ପାଇଁ ତାଙ୍କର ଆର୍ଥିକ ବିକାଶରେ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଦେଓଗାଁ ବ୍ଳକ୍ ମୁକୁନ୍ଦପୁର…
ଜିଲ୍ଲା ଝାରସୁଗୁଡାରେ ସର୍ବାଧିକ ୨୫୯ ଶିଶୁ ନିଖୋଜ Apr 5, 2022 ଝାରସୁଗୁଡା : ହଜିଯାଉଛି ଶିଶୁଙ୍କ ହସ । ଶୈଶବ ଏଠି ମୃତବତ୍ । ଅପରେସନ୍ ସ୍କାଇଲ୍, ମୁସ୍କାନ୍ ଓ ପରୀ କେବଳ କାଗଜପତ୍ରରେ ସଫଳତା ସାଉଁଟୁଛି । ରାଜ୍ୟର ବାସ୍ତବ ସ୍ଥିତି କି;ୁ ଭିନ୍ନ । ଓଡ଼ିଶାରେ ଉଦ୍ବେଗଜନକ ଭାବେ ବଢୁଛି…
ଜିଲ୍ଲା ଝାରସୁଗୁଡ଼ା ଜିଲ୍ଲାର ୧୧ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର: ପୁରସ୍କାର ସ୍ୱରୂପ ୩ ଲକ୍ଷ ଟଙ୍କା Apr 2, 2022 ଝାରସୁଗୁଡ଼ା : ନିକଟରେ ବିଶେଷଜ୍ଞ ଟିମ ପକ୍ଷରୁ ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡ଼ିକ ପରିଦର୍ଶନ କରାଯାଇଛି । ଏଥିରେ ହସ୍ପିଟାଲରେ ସଫେଇ, ସ୍ୱାସ୍ଥ୍ୟ, ବାୟୋ-ମେଡିକାଲ୍ ଆବର୍ଜନାର ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ…
ଓଡ଼ିଶା ଏପ୍ରିଲ ୨ରୁ ସକାଳ ସାଢ଼େ ୬ଟାରେ ସ୍କୁଲ୍ Mar 30, 2022 ଭୁବନେଶ୍ୱର: ମାର୍ଚ୍ଚ ୩୦: ପ୍ରଥମରୁ ଅଷ୍ଟମ ପିଲାଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରକାଯାଇ ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଆରମ୍ଭ ହେବ । ସକାଳ ୬ଟା ୩୦ରୁ ଦିନ ୧୦ଟା ପର୍ଯ୍ୟନ୍ତ…
ଜିଲ୍ଲା ବିଳମ୍ବିତ ରାତିରେ ବିଧାୟକ ପ୍ରଶାନ୍ତ ଜଗଦେବ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି Mar 29, 2022 ବାଣପୁର: ମାର୍ଚ୍ଚ ୨୯: ଗିରଫ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର ଉପକାରାଗାରରୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାକୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ୧୨ଟା ୨୦ ମିନିଟ୍ ସମୟରେ ହଠାତ୍ ତାଙ୍କ ଦେହ ଅସୁସ୍ଥ…
ଜିଲ୍ଲା ସମ୍ବଲପୁରରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ Mar 29, 2022 ସମ୍ବଲପୁର: ମାର୍ଚ୍ଚ ୨୯ : ସୋବାରରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଏହାର ପ୍ରଭାବ ସମ୍ବଲପୁର ସମେତ ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ଅଞ୍ଚଳରେ ଦେଖିବାକୁ…
ଜିଲ୍ଲା କେଲୋବେର୍ଣ୍ଣି ଗାଁରେ ହାତୀ ଉପଦ୍ରବରେ ଲୋକେ ଭୟଭୀତ Mar 28, 2022 ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବାନାଞ୍ଚଳର ଦିନକୁ ଦିନ ହାତୀ ଉପଦ୍ରବରେ ଏଠାକାର ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । କେଉଁଠି ହାତୀ ଘର ଭାଙ୍ଗି ଧାନ ଖାଇଯାଉଛି ତ’ ଆଉ କେଉଁଠି ହାତୀ ମଣିଷ ଲଢ଼େଇ…
ଓଡ଼ିଶା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ଙ୍କ ପରଲୋକ Mar 28, 2022 ବରଗଡ଼ : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ଙ୍କ ରବିବାର ହୃଦଘାତରେ ପରଲୋକ ହୋଇଛି । ବରିଷ୍ଠ କଂଗ୍ରେସ ନେତା ରିପୁନାଥ ମୃତ୍ୟୁର ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସ୍ୱର୍ଗତ…
ଅପରାଧ ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ଷ୍ଟଣ୍ଡରେ ଟୁରିଷ୍ଟଙ୍କଠାରୁ ଦାଦାବଟି ଆଦାୟ କରି ୩ ଗିରଫ Mar 26, 2022 ପୁରୀ: ମାର୍ଚ୍ଚ ୨୬: ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ସ୍ଥଳରେ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ସେମାନେ ହେଲେ- ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହିର ରାମୀନି…
ଓଡ଼ିଶା ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ Mar 24, 2022 ଭୁବନେଶ୍ୱର : ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଶର୍ମିଷ୍ଠାଙ୍କୁ ଧରିବା ସହ ତଦନ୍ତକୁ ଅଗ୍ରଗତି କରାଇବାକୁ କ୍ରାଇମବ୍ରାଞ୍ଚ ପୁଲିସକୁ ସହଯୋଗ କରିବ ।…