ଓଡ଼ିଶା ଆଜି ଲିଙ୍ଗରାଜଙ୍କ ବାହୁଡା ଯାତ୍ରା Apr 13, 2022 ଭୁବନେଶ୍ୱର: ଅପ୍ରେଲ ୧୩: ଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିଜେ ହୋଇ ରାମେଶ୍ୱର ମନ୍ଦିରରୁ ଆଜି ଫେରିବେ ବାବା। ସକାଳ ୬ଟା ୩୦ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି…
ଜିଲ୍ଲା ସୋରିଷପଦର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ Feb 19, 2022 ଭୁବନେଶ୍ୱର: ଫେବୃଆରୀ ୧୯: ନବରଙ୍ଗପୁର ସୋରିଷପଦର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟରରେ ସେ ଲେଖିଛନ୍ତି ନିର୍ବାଚନ ଡ୍ୟୁଟିରେ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୋଲିସ କର୍ମଚାରୀ…
ଅପରାଧ ମା ରୂପରେ ଆତତାୟୀ Jan 3, 2022 କେନ୍ଦ୍ର।ପଡ଼।: ଜାନୁଆରୀ ୦୧: ମା ରୂପରେ ଆତତାୟୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚୟ। କିନ୍ତୁ ନିଜ ଜନ୍ମ କଲା ମା ଏପରି ଏକ ଘଟଣା ଟିଏ ଘଟାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିବାରେ ଲାଗିଛି। ଜନ୍ମ କଲ।…
ଓଡ଼ିଶା ଆଜିଠୁ ଆରମ୍ଭ ହେବ ଆଇପିଏସ କନଫରେନ୍ସ Dec 16, 2021 ଭୁବନେଶ୍ୱର: ଡିସେମ୍ବର ୧୬: ଆଜିଠ।ରୁ ଆରମ୍ଭ ହେବ ଆଇପିଏସ କନଫରେନ୍ସ। ଏକ।ଠି ହେବେ ର।ଜ୍ୟର ସମସ୍ତ ଆଇପିଏସ ଅଫିସର । ଆସନ୍ତ। ୧୮, ଶନିବ।ର ପର୍ଯ୍ୟନ୍ତ ଚ।ଲିବ ଆଲୋଚନ। । ତେବେ ଏଥର ବୈଠକରେ କିଏ ରଣନୀତି ପ୍ରସ୍ତୁତ କରିବେ…
ଅପରାଧ ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ Dec 2, 2021 ବଡଗଡ: ଡିସେମ୍ବର ୦୨: ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ। ଗଞ୍ଜାମ ଜିଲ୍ଲା ବଡଗଡ ଧରାକୋଟ ସୀମାନ୍ତରେ ଗଞ୍ଜେଇ ଚାଷ ନଷ୍ଟକଲା ପୋଲିସ ପ୍ରଶାସନ। ବଡଗଡ ଥାନା ସାବା ଖରିପଲ୍ଲୀ ଅଞ୍ଚଳରେ ୩୦ ଏକର ଗଞ୍ଜେଇ ଗଛକଟା…
ଓଡ଼ିଶା ମମିତା ମେହେର ହତ୍ୟାକାଣ୍ଡ ଘଟଣା: ପୁରୀ ଓ ଜଗତସିଂହପୁରଠାରେ ବିଜେପିର ରାଲି Oct 27, 2021 ପୁରୀ/ ଜଗତସିଂହପୁର: ଅକ୍ଟୋବର ୨୭: ଦିନକୁ ଦିନ ମମିତା ହତ୍ୟାକାଣ୍ଡ ମାମଲାରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ବଢ଼ି ବଢ଼ି ଚାଲୁଛି । ଗତକାଲି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସ ନବୀନ ନିବାସ…
ଓଡ଼ିଶା ଅପରାଧ ଦୁନିଆର ବାଦଶାହା ଗ୍ୟାଙ୍ଗଷ୍ଟାର ହାଇଦରର ଖେଳ ଶେଷ Jul 25, 2021 କେନ୍ଦ୍ରାପଡ଼ା: ଜୁଲାଇ ୨୫: ଗ୍ୟାଙ୍ଗଷ୍ଟର ସେକ ହାଇଦରର ପୋଲିସ ଏନ୍କାଉଣ୍ଟରରେ ମୃତ୍ୟୁ ହେବା ପରେ କେନ୍ଦ୍ରାପଡା ଅପରାଧ ଦୁନିଆର ବାଦଶାହା ହାଇଦରର ଖେଳ ଶେଷ ହୋଇଛି । ଶନିବାର ଦିନ ଚୌଦ୍ୱାର ଜେଲରୁ ତାକୁ ପୋଲିସ ବାରିପଦା ଜେଲ…
ଅପରାଧ ଭଦ୍ରକ ନିକଟରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ; ୪ ଗିରଫ Jul 17, 2021 ଭଦ୍ରକ : ଜୁଲାଇ ୧୭: ଭଦ୍ରକ ପୋଲିସ ଚରମ୍ପା ନିକଟରେ 1 କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ଲକଡାଉନ ଏବଂ କୋଭିଡ-୧୯ ସୁରକ୍ଷା ନିୟମ କାର୍ଯ୍ୟରେ ନିଯୁକ୍ତ ପୋଲିସ ଧାମରା ରେଳବାଇ ଓଭରବ୍ରିଜ୍ ଅନ୍ତର୍ଗତ NH-16 ର…
ଓଡ଼ିଶା ଓଡିଶା ପୋଲିସ ପାଇଁ ୯୦୫ ଟି ନୂଆ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ Aug 7, 2020 ଭୁବନେଶ୍ଵର : ଅଗଷ୍ଟ ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପୋଲିସରେ ୯୦୫ ଟି ନୂଆ ପଦବୀକୁ ଅନୁମୋଦନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ନାଗରିକ କେନ୍ଦ୍ରିକ ସେବାର ଦକ୍ଷତାରେ ବିକାଶ ଆଣିବା…
ଓଡ଼ିଶା ଆଇପିଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ସାଗରିକା, ଅନୁପ Jul 14, 2020 ଭୁବନେଶ୍ୱର : ଜୁଲାଇ ୧୪: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ବିଭାଗ ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ…