Browsing Tag

odisha politics

ସହରାଞ୍ଚଳର ରାସ୍ତା ମରାମତି ପାଇଁ ୫ ଶହ କୋଟି

ଭୁବନେଶ୍ୱର: ନଭେମ୍ବର ୨୦: ଆଜି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇ ପଡିଥିବା ବିଭିନ୍ନ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି…

ବିଜେପିରେ ମିଶିଲେ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର: ନଭେ ମ୍ୱର ୧୯: ନିକଟରେ ବିଜେଡ଼ି ଦଳ ଛାଡ଼ିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ମିଶ୍ରଣ କାର୍ଯ୍ୟକ୍ରମରେ ସେ ନିଜର…

ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ

ଭୁବନେଶ୍ୱର: ନଭେମ୍ବର ୧୭: ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ ଘଟିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଅସୁସ୍ଥତା କାରଣରୁ ୨ଦିନ ତଳେ ତାଙ୍କୁ…

ଆସନ୍ତା କାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରିବ କଂଗ୍ରେସ

ଭୁବନେଶ୍ୱର: ନଭେମ୍ବର ୧୧: ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ମନ୍ତ୍ରୀଙ୍କ ଇସ୍ତାଫା ସହିତ ମମିତାଙ୍କ…

ଆଜି ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝୀ

ଭୁବନେଶ୍ୱର: ନଭେମ୍ବର ୦୬: ଆଜି ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଏଥିପାଇଁ ନବରଙ୍ଗପୁର ସର୍କିଟ ହାଉସ ସ୍ଥିତ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି । ଏହି ମିଶ୍ରଣ…

ପିପିଲି ଉପନିର୍ବାଚନ: ଦିନ ୧୧ ସୁଦ୍ଧା ୨୪. ୭୬ ପ୍ରତିଶତ ମତଦାନ

ପିପିଲି: ସେପ୍‌ଟେମ୍ବର ୩୦ : ଆଜିଠାରୁ ଆରମ୍ଭ ହୋଇଛି ପିପିଲି ଉପନିର୍ବାଚନ ପାଇଁ ଭୋଟ । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ ସେଥିପାଇଁ ରାଜ୍ୟ ରାଜନୀତିରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି । ଦିନ ୧୧ଟା ସୁଦ୍ଧା ପିପିଲିରେ…

ହତାଶ ବିଜେପି କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ: ବିଜେଡ଼ି ମୁଖପାତ୍ର

ଭୁବନେଶ୍ୱର: ଅଗଷ୍ଟ ୩୦: ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋସିାହିତ ହୋଇପଡିଛନ୍ତି । ସେମାନଙ୍କୁ…