ଓଡ଼ିଶା ଆସୁଛି ଆଉ ଏକ ଲଘୁଚାପ,୭ ଟି ଜିଲ୍ଲାକୁ ହାଇ ଆଲର୍ଟ Nov 18, 2022 ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ I ଲଘୁଚାପ ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର I ଏହା ଧିରେ ଧିରେ ପଶ୍ଚିମ-ଉତ୍ତରପଶ୍ଚିମ…
ଓଡ଼ିଶା ରାଜ୍ୟରେ ବଢ଼ୁଛି ଶୀତ, ଉଦୟଗିରିରେ ପ୍ରବଳ ଥଣ୍ଡା Nov 15, 2022 ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ଲହର ପ୍ରବେଶ କରୁଛି । ଫଳରେ ଅଧିକାଂଶ ସ୍ଥାନରେ ଶୀତ ପଡ଼ିଛି । ଆଜି ରାଜ୍ୟର ୨୦ଟି ସ୍ଥାନରେ ୧୫ ଡିଗ୍ରି ତଳେ ତାପମାତ୍ରା ରେକର୍ଡ କରାଯାଇଛି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାର…
ପାଣିପାଗ ପ୍ରବଳ ବର୍ଷାରେ ଜଳାର୍ଣ୍ଣବ କଟକ ଭୁବନେଶ୍ୱର Jul 6, 2022 ଭୁବନେଶ୍ୱର: ଜୁଲାଇ ୦୬: ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ପ୍ରବଳ ବର୍ଷା ହୋଇଛି । ବିଶେଷ କରି କଟକ-ଭୁବନେଶ୍ୱର ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି । ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ଥିବା ନିମ୍ନ ଚାପ ରେଖା ଏବଂ…
ପାଣିପାଗ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା Jun 29, 2022 ଭୁବନେଶ୍ୱର: ଜୁନ ୨୯: ଆସନ୍ତା ୫ ଦିନ ଅର୍ଥାତ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଆଜି ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ…
ଓଡ଼ିଶା ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ପ୍ରାକ୍ ମୌସୁମୀ ବର୍ଷା Jun 16, 2022 () ଆଉ ୨୪ ଘଣ୍ଟାରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟକୁ ପଶ୍ଚିମ ବଙ୍ଗୋପସାଗରରୁ ପବନ ବୋହୁଥିବାବେଳେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ସେପଟେ ଏବେ ରାଜ୍ୟର ଅଧିକାଂଶ…
ଓଡ଼ିଶା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ସମ୍ଭାବାନା Apr 29, 2022 ଭୁବନେଶ୍ୱର: ଏପ୍ରିଲ ୨୯: ତାତିରୁ ରାଜ୍ୟବାସୀଙ୍କୁ ଖୁବ୍ ଶିଘ୍ର ମୁକ୍ତି ମିଳିପାରେ । ୪ ମେ’ରେ ଦକ୍ଷିଣ ଆଣ୍ଡାମାନ ଏବଂ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ…
ଓଡ଼ିଶା ପଶ୍ଚିମରେ ଅସହ୍ୟ ତାତି, ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ Apr 6, 2022 ବଲାଙ୍ଗିର : ଏପ୍ରିଲ ୦୬: ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଜାରି ରହିଛି । ସୋମବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିଥିଲା ବେଳେ ଗତକାଲି ଓ ଆଜି ୪୦ ଡିଗ୍ରୀ ଉପରକୁ ପାରେଦ ରହିଛି । ବଲାଙ୍ଗିରରେ…
ପାଣିପାଗ ଶୁଖିଲା ରହିବ ପାଗ: ପାଣିପାଗ ବିଭାଗର ପୂର୍ବାନୁମାନ Dec 24, 2021 ଭୁବନେଶ୍ୱର:ଡିସେମ୍ବର ୨୩: ଏବେ ର।ଜ୍ୟର ପ।ଗ ମୁଖ୍ୟତଃ ଶୁଖିଲ। ରହିଛି। ଆସନ୍ତ।କ।ଲି ସକ।ଳ ଯ।ଏ ଝ।ରସୁଗୁଡ଼।, ବୌଦ୍ଧ, ବଲ।ଙ୍ଗୀର, ନୟ।ଗଡ଼ ଓ ଖୋର୍ଦ୍ଧ। ଆଦି ଜିଲ୍ଲ।ରେ ଗେ।ଟିଏ ଦୁଇଟି ସ୍ଥ।ନରେ ଶୀତ ଲହରି ଲ।ଗି ରହିବ। ଏନେଇ…
ଓଡ଼ିଶା ଫୁଲବାଣୀରେ ପଡ଼ିଲା ବରଫ: ଦାରିଙ୍ଗବାଡ଼ିକୁ ଥଣ୍ଡାରେ କାଟିଲା ଫୁଲବାଣୀ Dec 22, 2021 ଫୁଲବାଣୀ: ଡିସେମ୍ବର ୨୨: ଗତ ୩ରୁ ୪ଦିନ ହେଲା ରାଜ୍ୟବାସୀ ଜାଡ଼ରେ ଥରୁଛନ୍ତି । ପ୍ରାୟ ୧୯ ରାଜ୍ୟରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟକୁ ଖସିଛି । ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର…
ଓଡ଼ିଶା ଦୁର୍ବଳ ହେଉଛି ଜୱାଦ୍ Dec 4, 2021 ଭୁବନେଶ୍ୱର: ଡିସେମ୍ବର ୦୪: ବାତ୍ୟା ଜୱ।ଦ, ବର୍ତ୍ତମ।ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସ।ଗରରେ ଅବସ୍ଥିତ, ଆସନ୍ତାକାଲି ପୁରୀରେ ଅବତରଣ କରିବ। ପୂର୍ବରୁ ଏହା ଦୁର୍ବଳ ହେବ।ର ସମ୍ଭ।ବନ। ରହିଛି ବୋଲି ଗତକାଲି ଭ।ରତ ପ।ଣିପ।ଗ…