ଜିଲ୍ଲା ୟୁକ୍ରେନରୁ ସୁରକ୍ଷିତ ଫେରିଲେ ବରଗଡର ଛାତ୍ର ଛାତ୍ରୀ Mar 11, 2022 ବରଗଡ : ୟୁକ୍ରେନର ଖାର୍କିବ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ନିଜ ଜନ୍ମମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା ବିମାନ…