ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପରାସ୍ତ ହେଲା ଦଳ
ଦିଲ୍ଲୀ: ଅଗଷ୍ଟ ୬: ଆଜି ହୋଇଥିବା ହକି ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଗ୍ରେଟ୍ ବ୍ରିଟେନଠାରୁ ପରାସ୍ତ ହୋଇ ନିଜ ଅଭିଯାନ ଟୋକିଓ ଅଲମ୍ପିକ୍ସ ମହାସମରରୁ ଶେଷ କରିଛି । ୪-୩ ଗୋଲ୍ରେ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ…