ଫାଇନାଲ୍କୁ ପହଞ୍ଚିପାରିଲାନି ଭାରତୀୟ ପୁରୁଷ ହକି ଦଳ, ତଥାପି ପଦକ ଆଶା ରହିଛି
ଦିଲ୍ଲୀ: ଅଗଷ୍ଟ ୩: ଟୋକିଓ ଅଲମ୍ପିକ୍ସରେ ଆଜି ସକାଳ ୭ଟାରେ ଖେଳାଯାଇଥିବା ପୁରୁଷ ହକି ସେମିଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ପରାସ୍ତ ହୋଇଯାଇଛି । ଭାରତର ଫାଇନାଲରେ ଖେଳିବା ଆଶା ମଉଳିଯାଇଛି । ସେମିଫାଇନାଲ୍ ମ୍ୟାଚ୍ରେ…