Browsing Tag

Omicron variant

କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ୧୮: ଆଜି ଅପରାହ୍ନ ୫ ଟାରେ ର।ଜ୍ୟରେ କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । କରୋନ। ସଂକ୍ରମଣ ଗ୍ର।ଫ୍କୁ କମ୍ କରିବ।କୁ ର।ଜ୍ୟ ସରକ।ର ଅନେକ ପଦକ୍ଷେପ ନେଉଛନ୍ତି । କିଛି ଦିନ…

ଚଳିତ ବର୍ଷ ହେବନି ଗ୍ରାମୀ ଆୱାର୍ଡ୍ସ

ନୂଆଦିଲ୍ଲୀ: ଜାନୁଆରୀ ୦୬: ଗତ କିଛି ବର୍ଷ ହେବ କରୋନାର କାୟା ସମଗ୍ର ବିଶ୍ୱକୁ କରାୟତ କରି ରଖିଥିଲା। ଏଥିପାଇଁ ସାଧାରଣ ଜୀବନ ଚର୍ଜ୍ୟାରେ ବିଶେଷ ପ୍ରଭାବ ପଡିଛି। କରୋନା ପାଇଁ ମନୋରଞ୍ଜନ ବା ସିନେ ଜଗତ ମଧ୍ୟ ବେଶ୍‌…

ଓମିକ୍ରନ୍‌ ଭୂତାଣୁରୁ ସୁରକ୍ଷା କରିବ ଏହି ଖାଦ୍ୟ

ଦେଶରେ କରୋନାର ଭୟାଭୟ ଟିକେ କମିଲା ବେଳକୁ କରେନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ସଂଙ୍କଟ ଦେଖାଯାଇଛି । ଭାରତରେ ପ୍ରାୟ ୧୭ ଶହରୁ ଅଧିକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଯାହା ଏକ ଚିନ୍ତାଜନକ କଥା । ସ୍ୱାସ୍ଥ୍ୟ ଅଧିକାରୀ…

ଦେଶରେ ବଢ଼ିଛୁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୩, ୭୫୦ ସଂକ୍ରମିତ, ଓମିକ୍ରମନ୍‌ଙ୍କ ସଂଖ୍ୟା ୧,୭୦୦କୁ ଟପିଲା

ଦିଲ୍ଲୀ: ଜାନୁଆରୀ ୦୩ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩, ୭୫୦ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୦, ୮୪୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୨୦ ପ୍ରତିଶତ ରହିଛି ।…

ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ।

ନୂଆଦିଲ୍ଲୀ: ଡିସେମ୍ବର ୨୯: ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। । ବର୍ତ୍ତମାନ ଭ।ରତରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟ। ୭୮୨ରେ ପହଞ୍ଚିବା ସହିତ ଦିଲ୍ଲୀରେ ସର୍ବ।ଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର: ଡିସେମ୍ବର ୨୩: ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ଆସିଲା ନୂଆ ଗାଇଡଲାଇନ। କରୋନ। ଭ।ରିଆଣ୍ଟ ଓମିକ୍ରନ ରାଜ୍ୟରେ ପଶିବା ପରେ ସଜାଗ ହୋଇଛନ୍ତି ସରକାର। ପିକନିକ୍ ଓ ବଣଭୋଜି ଉପରେ ରୋକ୍ ଲଗାଯାଇଛି।…

ସ୍ତଗିତ ହୋଇପାରେ ଧନୁଯାତ୍ରା

ବରଗଡ: ଡିସେମ୍ବର ୧୧: ବିଭିନ୍ନ ର।ଜ୍ୟରେ ଓମିକ୍ରନ୍ ଆକ୍ର।ନ୍ତ ବୃଦ୍ଧି ପାଉଥିବାରୁ ଓଡିଶାରେ ମଧ୍ୟ ସଂକ୍ରମଣର ଭୟ ଦେଖିବାରୁ ମିଳିଛି। ଏଭଳି ସ୍ଥିତିରେ ନୂଆବର୍ଷ ଓ ବଡ଼ଦିନ ଆଦିକୁ ବନ୍ଦ କର।ଯ।ଇଥିବ। ବେଳେ ଏବେ ବିଶ୍ୱ…

ଓମିକ୍ରନ ସଙ୍କଟ ମଧ୍ୟରେ ଭାରତୀୟ କ୍ରିକେଟ୍‌ ଖେଳାଳୀ ଯିବେ ଆଫ୍ରିକା

ଦିଲ୍ଲୀ: ଡିସେମ୍ବର ୦୪: ଆଫ୍ରିକାର ନୂଆ ଭାରିଆଣ୍ଟ ଓମିକ୍ରନ ସଙ୍କଟ ଏବେ ସମଗ୍ର ଦେଶକୁ ଘାରିଛି । ଏହିପରିକି ଅନେକ ଦେଶ ଏବେ ବିମାନ ଯାତ୍ରାକୁ ବ୍ୟାନ୍‌ କଲେଣି । ଏହାରି ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ…