ନଭେମ୍ବର ୩ରେ ମୁଦ୍ରା ନୀତି କମିଟିର ବୈଠକ ଡାକିଲା ରିଜର୍ଭ ବ୍ୟାଙ୍କ
ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ଆସନ୍ତା ୩ ତାରିଖରେ ଏକ ଅତିରିକ୍ତ ବୈଠକ କରିବାକୁ ଯାଉଛି । ସାମ୍ପ୍ରତିକ ସ୍ଥିତି, ଟଙ୍କାର ପତନ, ଦରବୃଦ୍ଧି ଆଦି କେତେକ ବିଷୟ ଉପରେ ଏଥିରେ…