ଓଡ଼ିଶା ନୂଆପଡ଼ାରେ ଝାଡ଼ାବାନ୍ତି ରୋଗ ଆତଙ୍କ: ଜଣେ ମୃତ ଓ ୧୦ରୁ ଅଧିକ ଆକ୍ରାନ୍ତ Jul 26, 2022 ନୂଆପଡ଼ା: ନୂଆପଡ଼ାରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଝାଡ଼ାବନ୍ତି ରୋଗରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ହେଲେ, କୋମନା ବ୍ଲକ ଜଟଗଡ ଗ୍ରାମର ଲାଲାଦେଇ ହଂସ । ଅନ୍ୟପଟରେ,…