ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ଅପିଲକୁ ଖାରଜ କଲା ହାଇକୋର୍ଟ, ନିୟମିତ ଶୁଣାଶି କରିବାକୁ ଆଦେଶ
ଭୁବନେଶ୍ୱର: ଅର୍ଥତ‰ଚିଟ୍ ଫଣ୍ଡ ମାମଲାରେ ଫସିଥିବା ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କୁ ବଡ଼ ଝଟକା ଦେଇଛି ହାଇକୋର୍ଟ । ଚିଟ୍ ଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ହାଇକୋର୍ଟ ଖାରଜ କରିଛି । ଏହାସହିତ ଉକ୍ତ ମାମଲା…