ଓଡ଼ିଶା ଭୁବନେଶ୍ୱର ବିମାନ ବନ୍ଦରରେ ଓରମାସ ଆଉଟଲେଟ Jun 4, 2022 ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓଡ଼ିଶା ଗ୍ରାମୀଣ ମହିଳା କାରିଗରଙ୍କ ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପଦାର୍ଥ ଏବଂ ଘର ସାଜସଜ୍ଜା ଜିନିଷ ଆଦି ମିଳିପାରିବ । ଏଥିପାଇଁ ଓଡ଼ିଶା ସରକାରଙ୍କ…