ଜିଲ୍ଲା ପାଟଣାଗଡ଼ରେ ପ୍ରତିବାଦର ସ୍ୱର Sep 8, 2021 ବଲାଙ୍ଗିର: ସେପ୍ଟେମ୍ବର ୮: ବଲାଙ୍ଗିର ଜିଲା ପାଟଣାଗଡ ସହରର ତିନିଜଣ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସମୟରେ ସରକାରୀ ଚାକିରିଆ ଏବଂ ବ୍ୟବସାୟୀଙ୍କୁ ବ୍ଲାକ ମେଲିଙ୍ଗ କରି ଆସୁଥିବା ନେଇ ଅଭିଯୋଗ ହୋଇ ଆସୁଛି ।…