ଦରବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି : ଶଗଡ଼ ଓ ସାଇକେଲରେ ଆସି ରାସ୍ତାରେ ଜାଳିଲେ ଚୁଲି
ଭୁବନେଶ୍ୱର: ନଭେମ୍ବର ୦୧: ଦେଶରେ ହୁ ହୁ ଭାବେ ବଢ଼ୁଥିବା ଦରବୃଦ୍ଧିକୁ ବିରୋଧ କରି ଆଜି ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇଛି । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି…