ଦେଶ- ବିଦେଶ ଆନ୍ଧ୍ରରେ ବନ୍ୟା: ୧୭ ମୃତ ଓ ୧୦୦ ନିଖୋଜ Nov 20, 2021 ତିରୁପତି: ନଭେମ୍ବର ୨୦: ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତକାଲିଠାରୁ ଆନ୍ଧ୍ରପ୍ରଦେଶରେ ଲଗାତାର ବର୍ଷା ହେଉଛି । ଫଳରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚିତୁର, କଡ଼ପା, କୁର୍ଣ୍ଣୁଲ ଏବଂ ଅନନ୍ତପୁର ଆଦି…