ଓଡ଼ିଶା ଆସନ୍ତା ମାସ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ May 28, 2022 ଭୁବନେଶ୍ୱର: ମେ ୨୮:ଆସନ୍ତା ମାସ ଜୁନ୍ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଛି । ସୂଚନା ଅନୁସାରେ, ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ଖାତା…