Browsing Tag

pm narendra modi

ତିନି ଦିନ ବାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ବାଲି ଗସ୍ତରେ ଯିବେ । ଏ ସମ୍ପର୍କରେ କେନ୍ଦ୍ର…

ପିଏମ୍‌ କେୟାର୍ସ ଫର୍‌ ଚିଲଡ୍ରେନ୍‌ ସ୍କିମର ଉନ୍ମୋଚନ

ନୂଆଦିଲ୍ଲୀ: ମଇ ୩୦: ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କେୟାର୍ସ ଫର୍‌ ଚିଲଡ୍ରେନ୍‌ ସ୍କିମ୍‌ରେ ଥିବା ସୁବିଧା ଉନ୍ମୋଚନ କରିଛନ୍ତି । ଏହି ଯୋଜନାରେ ଆୟୁଷ୍ମାନ…

ଗୁଜରାଟରେ ୧୦୮ ଫୁଟ ହନୁମାନ ପ୍ରତିମା ଉଦ୍‌ଘାଟନ କଲେ ମୋଦି

ଦିଲ୍ଲୀ: ଏପ୍ରିଲ ୧୬: ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫୋରନ୍‌ସି ମାଧ୍ୟମରେ ଗୁଜରାଟରେ ୧୦୮ ଫୁଟ୍‌ ଉଚ୍ଚର ହନୁମାନ ପ୍ରତିମା ଉଦ୍‌ଘାଟନ କରିଛନ୍ତି । ଏହି ହନୁମାନ ପ୍ରତିମା…

ମୋଦିଙ୍କୁ ଭେଟିଲେ ଓଡିଆ ଝିଅ

ନୂଆଦିଲ୍ଲୀ: ଅପ୍ରେଲ ୦୫: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯାଜପୁର ଝିଅ ଦିବ୍ୟା ଦାଶ । ନୂଆଦିଲ୍ଲୀ ସ୍ଥିତ ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପରୀକ୍ଷାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି…

ବିଶ୍ୱରେ ନମ୍ବର ୧ ମୋଦୀ

ଆମେରିକା: ଜାନୁଆରୀ ୨୧: ସ।ର। ବିଶ୍ୱରେ ସବୁଠୁ ଆଗରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଗ୍ଲୋବ।ଲ ଲିଡର ଆପୃଭାଲ ରେଟିଙ୍ଗ ଲିଷ୍ଟର ସର୍ବ।ଗ୍ରେ ରହିଛନ୍ତି ମୋଦୀ। ଆମେରିକ।ର ଡ।ଟ। ଇଣ୍ଟେଲିଲେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ…

ଆସନ୍ତାକାଲି ଭାରତରେ ଷ୍ଟାର୍ଟ ଅପ୍‌ ଦିବସ ପାଳିତ ହେବ : ମୋଦି

ଦିଲ୍ଲୀ: ଜାନୁଆରୀ ୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ, ଦେଶରେ ଜାନୁଆରୀ ୧୬ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଜାତୀୟ ଷ୍ଟାର୍ଟ ଅପ୍‌ ଡେ(ନୂତନ ଉଦ୍ୟୋଗ ଦିବସ) ପାଳନ କରାଯିବ । ଆଜି ପ୍ରଧାନମନ୍ତ୍ରୀ…

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ

ଉତ୍ତରାଖଣ୍ଡ: ଭଭେମ୍ବର ୦୩: ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ସେବାୟତମାନେ । ଏହି ସମୟରେ ସେବାୟତମାନଙ୍କୁ ଶାନ୍ତ କରିବାକୁ ଏବେ କେଦାରନାଥରେ ପହଞ୍ଚିଛନ୍ତି…

ଟୁଇଟର୍‌ରେ ଭୁଲ୍‌ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ସାଂସଦ ସୁଶୀଲ ମୋଦି

ଦିଲ୍ଲୀ: ସେପ୍‌ଟେମ୍ବର ୨୭ : ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ଟୁଇଟର୍‌ରେ ଭୁଲ୍‌ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ଫସିଛନ୍ତି । ସେ ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ସାଂସଦ…

ଦେଶର ବ୍ୟବସାୟ କ୍ଷେତ୍ର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୬: ଆଜି ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟମାନଙ୍କ ସହ ଏକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆଲୋଚନା କରିବେ ।…