Browsing Tag

Police saves a life from river

ଗଭୀର ନଦୀ କୁ ଡେଇଁ ବୁଡ଼ି ଯାଉଥିବା ମହିଳାଙ୍କୁ ବଂଚାଇଲେ ମୁମ୍ବାଇ ପୋଲିସ

ମୁମ୍ବାଇ: ଜୁଲାଇ ୩୦: ମୁମ୍ବାଇ ର ଜଣେ ପୋଲିସ ନଦୀ ଭିତରକୁ ଡେଇଁ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି I 30 ଫୁଟ ଗଭୀର ପାଣିରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଥିବା ଜଣେ ମହିଳାଙ୍କୁ ବଞ୍ଚାଇବା ପାଇଁ ବୋରିଭାଲି ନିକଟ ମିଥୀ…