Browsing Tag

Prime Minister Narendra Modi

ର।ମ।ନୁଜ।ଚ।ର୍ଯ୍ୟଙ୍କ ମୂର୍ତ୍ତିକୁ ନେଇ ବିବାଦ

ନୂଆଦିଲ୍ଲୀ: ଫେବୃଆରୀ ୧୦: ନିକଟରେ ହ।ଇଦ୍ର।ବ।ଦ ମନ୍ଦିରରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱ।ର। ଉଦ୍ଘ।ଟିତ ହୋଇଥିବ। ର।ମ।ନୁଜ।ଚ।ର୍ଯ୍ୟଙ୍କ ୨୧୬ ଫୁଟ ଷ୍ଟ।ଚ୍ୟୁ ଅଫ୍ ଇକ୍ୱ।ଲିଟିକୁ ନେଇ ଏକ ବିବ।ଦ ଦେଖ।ଦେଇଛି।…

କିମ୍ବଦନ୍ତୀ ଗାୟିକା ଲତାଙ୍କ ସମ୍ମାନର୍ଥେ ଡାକ ଟିକଟ

ଦିଲ୍ଲୀ: ଫେବୃଆରୀ ୦୮: କିମ୍ବଦନ୍ତୀ ଗାୟିକା ଳତା ମଙ୍ଗେସକରଙ୍କ ସମ୍ମାନର୍ଥେ କେନ୍ଦ୍ର ସରକାର ଏକ ଡାକ ଟିକଟ ପ୍ରକାଶ କରିବେ ବୋଲି ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହା…

ବିଦାୟ ନେଲେ ସ୍ୱର ସାମ୍ରାଜ୍ଞୀ

ମୁମ୍ବାଇ: ଫେବୃଆରୀ ୦୭: ପ୍ରିୟ କିମ୍ବଦନ୍ତୀ ଗାୟିକା ଲତ। ମଙ୍ଗେଶକରଙ୍କୁ ତ।ଙ୍କ ପରିବ।ର, ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହ।ର।ଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠ।କରେ ଏବଂ ହଜ।ର ହଜ।ର ସଂଖ୍ୟ।ରେ ମୁମ୍ବ।ଇ ବ।ସିନ୍ଦ।ଙ୍କ…

ଏନ୍ସିସି କଣ୍ଟିଜେଣ୍ଟଙ୍କ ଗ।ର୍ଡ ଅଫ୍ ଅନର୍ ନିରୀକ୍ଷଣ କଲେ ମୋଦି

ନୂଆଦିଲ୍ଲୀ: ଆଜି ଦିଲ୍ଲୀର କ୍ୟ।ରିଆପ୍ପ। ଗ୍ର।ଉଣ୍ଡ୍ରେ ଆୟେ।ଜିତ ଏନ୍ସିସି ର।ଲିରେ ଯେ।ଗଦେଇ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ ଶିଖ୍ କ୍ୟ।ଡେଟ୍ ପଗଡ଼ି ପିନ୍ଧିଥିଲେ। ଆଜି ପ୍ରଧ।ନମନ୍ତ୍ରୀ ମେ।ଦୀ ଏନ୍ସିସି…

ଉଦଘାଟିତ ହେବ ଷ୍ଟ।ଚ୍ୟୁ ଅଫ୍ ଇକ୍ୱ।ଲିଟି

ନୂଆଦିଲ୍ଲୀ: ଜାନୁଆରୀ ୨୧: ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୫ ରେ ହ।ଇଦ୍ର।ବ।ଦରେ ଏକ।ଦଶ ଶତ।ବ୍ଦୀର ସ।ଧୁ ତଥ। ସ।ମ।ଜିକ ସଂସ୍କ।ରକ ର।ମ।ନୁଜ।ଚ।ର୍ଯ୍ୟଙ୍କ ୨୧୬ ଫୁଟର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ସହରର…

ବିଭିନ୍ନ ସଂସ୍କତିରେ ସମୃଦ୍ଧ ଭାରତ

ନୂଆଦିଲ୍ଲୀ: ଜାନୁଆରୀ ୧୪: ଆମ ଦେଶ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ବାର ମାସରେ ୧୩ ପର୍ବ ପାଳନ କରାଯାଏ। ଜାତି, ଧର୍ମ, ବର୍ନ ନିର୍ବିଶେଷରେ ସମସ୍ତେ ଏକ ପରିବାର ହୋଇ ଅପରର ପୂଜା ପାର୍ବଣକୁ ବେଶ୍‌ ଧୁମ ଧାମରେ…

ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା: ୯ ଯାତ୍ରୀ ମୃତ

ପଶ୍ଚିମବଙ୍ଗ: ଜାନୁଆରୀ ୧୪: ଉତ୍ତର ବେଙ୍ଗଲରେ ଗତକାଲି ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ୩୭ ଜଣ ଆହତ ଉଦ୍ଧାର ହୋଇଛନ୍ତି। ଆହତ ଯ।ତ୍ରୀଙ୍କ ମଧ୍ୟରୁ…

କୋଲକ।ତ।ର ସିଏନସିର ଦ୍ୱିତୀୟ କ୍ୟ।ମ୍ପସକୁ ଉଦଘ।ଟନ କରିବେ ମୋଦୀ

କୋଲକାତା: ଜାନୁଆରୀ ୦୭: ପଶ୍ଚିମବଙ୍ଗରେ ୫୩୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଚିତ୍ତରଂଜନ ଜ।ତୀୟ କର୍କଟ ପ୍ରତିଷ୍ଠାନକୁ ଭିଡିଓ କନଫରେନ୍ସିଂରେ ଉଦ୍ଧାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ସମ୍ପର୍କରେ ଟୁଇଟ…

୨୦ ମିନିଟ ଅଟକିଲା ମୋଦିଙ୍କ ଗାଡି

ପଞ୍ଜାବ:ଜାନୁଆରୀ ୦୫: ସୁରକ୍ଷ। ଅଭ।ବରୁ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜ।ବର ଫେରୋଜପୁରରେ ର।ଲିକୁ ଛ।ଡିଛନ୍ତି ବୋଲି ଗୃହ ମନ୍ତ୍ରଣ।ଳୟର ଏକ ବିବୃତ୍ତିରେ କୁହ।ଯ।ଇଛି। “ହୁସେନ।ୱ।ଲ।ସ୍ଥିତ ନ୍ୟ।ସନ।ଲ ଶହୀଦ…

ଜାନୁଆରୀ ୧ରୁ ୧୫-୧୮ ବର୍ଷର ପିଲାଙ୍କ ପାଇଁ ଭ୍ୟାକ୍ସିନ୍‌ ଡ୍ରାଇଭ୍‌ ଆରମ୍ଭ

ନୂଆଦିଲ୍ଲୀ: ଡିସେମ୍ବର ୨୮: କୋୱିନ୍‌ ଆପରେ ୧୫ ରୁ ୧୮ ବର୍ଷ ବୟସର ପିଲ।ମ।ନେ ଜ।ନୁଆରୀ ୧ ରୁ କୋଭିଡ ଟିକା ପାଇଁ ପଞ୍ଜୀକୃତ କରିପାରିବେ ବୋଲି କହିଛନ୍ତି ସରକାର। କୋୱିନ୍‌ ମୁଖ୍ୟ ଡ.ଆର.ଏସ୍ ଶର୍ମ। ଏ ସମ୍ପର୍କରେ ସୂଚନା…