ଏଲନ୍ ମସ୍କଙ୍କ ବିରୋଧରେ ଅସଦାଚରଣ: ଚୁପ୍ ରହିବା ପାଇଁ କମ୍ପାନୀ ଦେଇଥିଲା ୨,୫୦,୦୦୦ ଡଲାର
ଦିଲ୍ଲୀ: ମେ ୨୦: ‘ସ୍ପେସ୍ଏକ୍ସ’ ଏବଂ ‘ଟେସ୍ଲା’ କମ୍ପାନୀର ସିଇଓ ଏଲନ ମସ୍କଙ୍କ ବିରୋଧରେ ଜଣେ ଏୟାର୍ ହୋଷ୍ଟେସ୍ ବା ବିମାନ ପରିଚାଳିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହିପରିକି ଘଟଣାକୁ ଦବାଇଦେବା ପାଇଁ ଏଲନ୍ଙ୍କ…