ରାଜନୀତି ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ Jun 18, 2022 ନୂଆଦିଲ୍ଲୀ:ଜୁନ ୧୮: ପ୍ରଧାନମନ୍ତ୍ରୀ ସେନା ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଯୋଜନା ଅନୁସାରେ ଯୁବକଙ୍କୁ ସେନାରେ ୪ ବର୍ଷ ପ୍ରର୍ଯ୍ୟନ୍ତ ନିଯୁକ୍ତି ମିଳିବ । ପରେ ଏକ ନିଶ୍ଚିତ ପାଣ୍ଠି ପ୍ରଦାନ ପୂର୍ବକ…
ଦେଶ- ବିଦେଶ ପୁଣି କଂଗ୍ରେସକୁ ଫେରୁଛନ୍ତି ସୁନୀଲ ଶାସ୍ତ୍ରୀ! Dec 30, 2021 ନୂଆଦିଲ୍ଲୀ:ଡିସେମ୍ବର ୩୦: କଂଗ୍ରେସ ସ।ଧ।ରଣ ସମ୍ପ।ଦକ ପ୍ରିୟଙ୍କ। ଗ।ନ୍ଧିଙ୍କୁ ଭେଟିଲେ ପୂର୍ବତନ ପ୍ରଧ।ନମନ୍ତ୍ରୀ ଲ।ଲବ।ହ।ଦୂର ଶ।ସ୍ତ୍ରୀଙ୍କ ପୁଅ ସୁନୀଲ ଶ।ସ୍ତ୍ରୀ । ସୁନୀଲ ଶ।ସ୍ତ୍ରୀଙ୍କ ସହ ପ୍ରିୟଙ୍କ। ତ।ଙ୍କ ଫଟୋ…
ଜିଲ୍ଲା ୟୁପି ନିର୍ବ।ଚନ ପୂର୍ବରୁ ମହିଳ।ଙ୍କ ପ।ଇଁ ପ୍ରିୟଙ୍କ। ଜ।ରିକଲେ ଘୋଷଣ। ପତ୍ର Dec 8, 2021 ୟୁପି: ଡିସେମ୍ବର ୦୮: କଂଗ୍ରେସ ତରଫରୁ ଉତ୍ତର ପ୍ରଦେଶ ନିର୍ବ।ଚନ ପୂର୍ବରୁ ମହିଳ।ମ।ନଙ୍କ ପ।ଇଁ ଘୋଷଣ। ପତ୍ର ଜ।ରି କରିଛି । ଲକ୍ଷ୍ନୌ ଠ।ରେ ଘୋଷଣ। ପତ୍ର ଜ।ରି କରି ପ୍ରିୟଙ୍କ। କହିଛନ୍ତି କି ଯଦି ୟୁପିରେ କଂଗ୍ରେସ ସରକ।ର…
ଦେଶ- ବିଦେଶ ୟୁପି କଂଗ୍ରେସରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ: ପ୍ରିୟଙ୍କା Oct 19, 2021 ଉତ୍ତରପ୍ରଦେଶ: ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ୟୁପିରେ ମହିଳା କାର୍ଡ ଖୋଲି ଦେଇଛି । ମହିଳାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ବିଧାନସଭା ନିର୍ବାଚନକୁ ଜିତିବାକୁ ଚାହିଁଛି…
ଦେଶ- ବିଦେଶ ପ୍ରିୟଙ୍କା ଗାନ୍ଧୀ ଗିରଫ Oct 5, 2021 ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍ରେ ରଖିଛି । ଭୋର୍ ପ୍ରାୟ ସାଢ଼େ ୪ଟାରୁ…
ରାଜନୀତି ଲକ୍ଷ୍ମୀପୁର ହିଂସାକାଣ୍ଡ: ପୋଲିସ ହେପାଜତରେ ଆମରଣ ଅନଶନ କଲେ ପ୍ରିୟଙ୍କା ଗାନ୍ଧୀ Oct 4, 2021 ଉତ୍ତରପ୍ରଦେଶ: ଅକ୍ଟୋବର ୦୪: ଲକ୍ଷ୍ମୀପୁର ହିଂସାକାଣ୍ଡରେ ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ସୀତାପୁର ସ୍ଥିତ ଏକ ଗେଷ୍ଟହାଉସ୍ରେ ହେପାଜତରେ…