ରାଜନୀତି ନିର୍ବାଚନ ପ୍ରଚାର ସମୟରେ ପରଠା ସହିତ ଚାହା ପିଇଲେ ରାହୁଲ ଗାନ୍ଧୀ Feb 19, 2022 ଚଣ୍ଡୀଗଡ଼: ଫେବୃଆରୀ ୧୯: ପଞ୍ଜାବରେ ନିର୍ବାଚନୀ ପ୍ରଚାର ଶେଷ ହେବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଫତେଗଡ଼ ସାହିବରେ ପ୍ରଚାର ନିମନ୍ତେ ଗ୍ରସ୍ତ କରିଥିଲେ । ସେଠାରେ ସେ ଏକ ସାଧାରଣ ଢ଼ାବାରେ ଜଳଖିଆ କରିଥିଲେ ।…
ରାଜନୀତି ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି Feb 11, 2022 ଅମୃତସର : ଫେବୃଆରୀ ୧୧: ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ଜୋର୍ଦାର ହୋଇଚାଲୁଛି । ଏହିପରିପ୍ରେକ୍ଷୀରେ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନବଜ୍ୟୋତ ସିଂହ ସିନ୍ଧୁଙ୍କ ପ୍ରଚାର…
ରାଜନୀତି ପଞ୍ଜାବରେ ଆଜି ଘୋଷଣା ହେବ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ Jan 18, 2022 ଚଣ୍ଡିଗଡ: ଜାନୁଆରୀ ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପ।ଇଁ ଆସନ୍ତ। ଫେବୃଆରୀ ୨୦ରେ ଭୋଟ୍ ଗ୍ରହଣ। ପଞ୍ଜ।ବରେ ଆପ୍ର ମୁଖ୍ୟମନ୍ତ୍ରୀ ପ୍ର।ର୍ଥୀ କିଏ ହେବେ, ତ।କୁ ନେଇ କଳ୍ପନ। ଜଳ୍ପନ। ଥିବ।ବେଳେ ଆଜି ଘୋଷଣ। ହୋଇପ।ରେ…
ଦେଶ- ବିଦେଶ ପଞ୍ଜାବରେ ଘୁଞ୍ଚିଲା ନିର୍ବାଚନ Jan 17, 2022 ପଞ୍ଜାବ: ଜାନୁଆରୀ ୧୭: ଆଜି ନିର୍ବ।ଚନ ଆୟୋଗ ପଞ୍ଜ।ବ ବିଧ।ନସଭ। ନିର୍ବ।ଚନର ତ।ରିଖକୁ ଫେବୃଆରୀ ୧୪ରୁ ଫେବୃଆରୀ ୨୦କୁ ଘୁଞ୍ଚାଇଛନ୍ତି। ଗୁରୁ ରବିଦ।ସ ଜୟନ୍ତୀ ଉତ୍ସବକୁ ଦୃଷ୍ଟିରେ ରଖି ରାଜନୈତିକ ଦଳର ଏକ।ଧିକ ଅନୁରୋଧ ପ।ଇବ।…